OR/670322b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670322 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670322|OR/670326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670326}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670322SB-SAN_FRANCISCO_ND_02.mp3</mp3player>|"ଗୋଟିଏ ସ୍ଥାନରେ ଅଗ୍ନି ରଖାଯାଇଛି, କିନ୍ତୁ ଏହା ଭିନ୍ନ ଉପାୟରେ ପ୍ରକାଶିତ ହେଉଛି । ଏହା ଆଲୋକିତ କରୁଛି, ଏହାର ଉତ୍ତାପକୁ ଗୋଟିଏ ସ୍ଥାନରୁ ବାଣ୍ଟୁଛି। ସେହିପରି ପରମପୁରୁଷ ଭଗବାନ, ସେ ହୁଏତ ବହୁତ ବହୁତ ଦୂରରେ ଅଛନ୍ତି । ସେ ବହୁତ ଦୂରରେ ନାହାନ୍ତି, କାରଣ ସେ ତାଙ୍କ ଶକ୍ତି ଦ୍ୱାରା ଉପସ୍ଥିତ । ଠିକ୍ ସୂର୍ଯ୍ୟକିରଣ ପରି । ସୂର୍ଯ୍ୟ ଆମଠାରୁ ବହୁତ ଦୂରରେ, କିନ୍ତୁ ସେ ତାଙ୍କ ଜ୍ୟୋତି ଦ୍ୱାରା ଆମ ସମ୍ମୁଖରେ ଉପସ୍ଥିତ । ଆମେ ସୂର୍ଯ୍ୟ କ’ଣ ବୁଝିପାରିବା । ସେହିପରି, ଯଦି ଆପଣ ପରମପୁରୁଷ ଭଗବାନଙ୍କ ଶକ୍ତି ଅଧ୍ୟୟନ କରନ୍ତି, ତାହାହେଲେ ତୁମେ ସଚେତନ, କିମ୍ବା କୃଷ୍ଣ ଚେତନାରେ ଅଛ । ତେଣୁ ଯଦି ତୁମେ ନିଜକୁ କୃଷ୍ଣଙ୍କର ଶକ୍ତିରେ ଜଡିତ କର, ତେବେ ତୁମେ କୃଷ୍ଣ ସଚେତନ ହୁଅ । ଏବଂ ତୁମେ କୃଷ୍ଣ ସଚେତନ ହେବା ମାତ୍ରେ ତୁମେ ଅଲଗା ରୁହ ନାହିଁ  । ତୁମେ ତାଙ୍କଠାରୁ ଅଲଗା ହୋଇ ରୁହ ନାହିଁ  । "|Vanisource:670322 - Lecture SB 07.07.46 - San Francisco|670322 - ପ୍ରବଚନ SB 07.07.46 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:22, 21 November 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଗୋଟିଏ ସ୍ଥାନରେ ଅଗ୍ନି ରଖାଯାଇଛି, କିନ୍ତୁ ଏହା ଭିନ୍ନ ଉପାୟରେ ପ୍ରକାଶିତ ହେଉଛି । ଏହା ଆଲୋକିତ କରୁଛି, ଏହାର ଉତ୍ତାପକୁ ଗୋଟିଏ ସ୍ଥାନରୁ ବାଣ୍ଟୁଛି। ସେହିପରି ପରମପୁରୁଷ ଭଗବାନ, ସେ ହୁଏତ ବହୁତ ବହୁତ ଦୂରରେ ଅଛନ୍ତି । ସେ ବହୁତ ଦୂରରେ ନାହାନ୍ତି, କାରଣ ସେ ତାଙ୍କ ଶକ୍ତି ଦ୍ୱାରା ଉପସ୍ଥିତ । ଠିକ୍ ସୂର୍ଯ୍ୟକିରଣ ପରି । ସୂର୍ଯ୍ୟ ଆମଠାରୁ ବହୁତ ଦୂରରେ, କିନ୍ତୁ ସେ ତାଙ୍କ ଜ୍ୟୋତି ଦ୍ୱାରା ଆମ ସମ୍ମୁଖରେ ଉପସ୍ଥିତ । ଆମେ ସୂର୍ଯ୍ୟ କ’ଣ ବୁଝିପାରିବା । ସେହିପରି, ଯଦି ଆପଣ ପରମପୁରୁଷ ଭଗବାନଙ୍କ ଶକ୍ତି ଅଧ୍ୟୟନ କରନ୍ତି, ତାହାହେଲେ ତୁମେ ସଚେତନ, କିମ୍ବା କୃଷ୍ଣ ଚେତନାରେ ଅଛ । ତେଣୁ ଯଦି ତୁମେ ନିଜକୁ କୃଷ୍ଣଙ୍କର ଶକ୍ତିରେ ଜଡିତ କର, ତେବେ ତୁମେ କୃଷ୍ଣ ସଚେତନ ହୁଅ । ଏବଂ ତୁମେ କୃଷ୍ଣ ସଚେତନ ହେବା ମାତ୍ରେ ତୁମେ ଅଲଗା ରୁହ ନାହିଁ । ତୁମେ ତାଙ୍କଠାରୁ ଅଲଗା ହୋଇ ରୁହ ନାହିଁ । "
670322 - ପ୍ରବଚନ SB 07.07.46 - ସାନ୍ ଫ୍ରାନ୍ସିସ୍କୋ