OR/670327 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670326|OR/670327b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670327b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670327SB-SAN_FRANCISCO_ND_01.mp3</mp3player>|"ଯଦି ଆମେ ଧ୍ୟାନର ସହ ଶୁଣିବା, ତା’ହେଲେ ଧ୍ୟାନ ରହିବା ଆବଶ୍ୟକ। ଏବଂ ପୂଜା। ପୂଜା ଅର୍ଥ ଉପାସନା। ଏହି ଯୁଗରେ ପୂଜାପାଠ କରିବାର ସରଳ ପ୍ରକ୍ରିୟା ହେଉଛି ଯେପରି ଆମେ କରୁଛୁ - ଜପ, ଶୁଣିବା ଏବଂ କିଛି ଫଳ, ଫୁଲ ଅର୍ପଣ କରିବା ଏବଂ ଏହି ଦୀପ ଦେଖାଇବା । ଏହା ସରଳ, କେବଳ ଏତିକି । ସେଠାରେ ଅଛି ... ବୈଦିକ ସାହିତ୍ୟ ଅନୁଯାୟୀ ସେଠାରେ ଅନେକ ବିଧି..., ପୂଜା ପାଇଁ ଷାଠିଏ ପ୍ରକାର ଅଛି । ଏହି ଯୁଗରେ ତାହା ସମ୍ଭବ ନୁହେଁ । ତେଣୁ ଏହା ଠିକ ଅଛି । ତେଣୁ ଏହି ପ୍ରକ୍ରିୟା ଆପଣଙ୍କୁ ସଂପୂର୍ଣ୍ଣ ସତ୍ୟ ବୁଝାଇବ । ତୁମେ କେବଳ ଏହି ନୀତି ଏକେନ ମନସା କୁ ଅନୁସରଣ କର, ଗୋଟିଏ ଧ୍ୟାନ ସହିତ, ତୁମର ଧ୍ୟାନକୁ ଅନ୍ୟ କୌଣସି ବିଷୟକୁ ନଦେଇ । ଯଦି ତୁମେ ଏହି ନୀତି ଅନୁସରଣ କର, ଏକେନ ମନସା, ଶୁଣିବା, ଜପ କରିବା, ଭାବିବା ଏବଂ ପୂଜା କରିବା ... ଏହି ସରଳ ପ୍ରକ୍ରିୟା । ଏହା ହେଉଛି ଶ୍ରୀମଦ୍-ଭାଗବତମ୍ ର ନିର୍ଦ୍ଦେଶ।|Vanisource:670327 - Lecture SB 01.02.14-16 - San Francisco|670327 - ପ୍ରବଚନ SB 01.02.14-16 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:22, 21 November 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଆମେ ଧ୍ୟାନର ସହ ଶୁଣିବା, ତା’ହେଲେ ଧ୍ୟାନ ରହିବା ଆବଶ୍ୟକ। ଏବଂ ପୂଜା। ପୂଜା ଅର୍ଥ ଉପାସନା। ଏହି ଯୁଗରେ ପୂଜାପାଠ କରିବାର ସରଳ ପ୍ରକ୍ରିୟା ହେଉଛି ଯେପରି ଆମେ କରୁଛୁ - ଜପ, ଶୁଣିବା ଏବଂ କିଛି ଫଳ, ଫୁଲ ଅର୍ପଣ କରିବା ଏବଂ ଏହି ଦୀପ ଦେଖାଇବା । ଏହା ସରଳ, କେବଳ ଏତିକି । ସେଠାରେ ଅଛି ... ବୈଦିକ ସାହିତ୍ୟ ଅନୁଯାୟୀ ସେଠାରେ ଅନେକ ବିଧି..., ପୂଜା ପାଇଁ ଷାଠିଏ ପ୍ରକାର ଅଛି । ଏହି ଯୁଗରେ ତାହା ସମ୍ଭବ ନୁହେଁ । ତେଣୁ ଏହା ଠିକ ଅଛି । ତେଣୁ ଏହି ପ୍ରକ୍ରିୟା ଆପଣଙ୍କୁ ସଂପୂର୍ଣ୍ଣ ସତ୍ୟ ବୁଝାଇବ । ତୁମେ କେବଳ ଏହି ନୀତି ଏକେନ ମନସା କୁ ଅନୁସରଣ କର, ଗୋଟିଏ ଧ୍ୟାନ ସହିତ, ତୁମର ଧ୍ୟାନକୁ ଅନ୍ୟ କୌଣସି ବିଷୟକୁ ନଦେଇ । ଯଦି ତୁମେ ଏହି ନୀତି ଅନୁସରଣ କର, ଏକେନ ମନସା, ଶୁଣିବା, ଜପ କରିବା, ଭାବିବା ଏବଂ ପୂଜା କରିବା ... ଏହି ସରଳ ପ୍ରକ୍ରିୟା । ଏହା ହେଉଛି ଶ୍ରୀମଦ୍-ଭାଗବତମ୍ ର ନିର୍ଦ୍ଦେଶ।
670327 - ପ୍ରବଚନ SB 01.02.14-16 - ସାନ୍ ଫ୍ରାନ୍ସିସ୍କୋ