OR/670331 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670329b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670329b|OR/670405-6 - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670405}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670331BG-NEW_YORK_ND_01.mp3</mp3player>|"କୃଷ୍ଣ କୁହନ୍ତି, ଅପି ଚେତ ସୁ-ଦୁରାଚାରଃ । ଯଦିଓ ତୁମେ କିଛି ଭକ୍ତଙ୍କଠାରେ କିଛି ଖରାପ ଆଚରଣ ପାଇଥାଅ, ମାନକ ନୁହେଁ, କିନ୍ତୁ ସେ ଜଣେ ଭକ୍ତ ହୋଇଥିବାରୁ ସେ କ୍ରମାଗତ ଭାବରେ କୃଷ୍ଣ  ଚେତନାରେ ଜଡିତ, ତେଣୁ ସେ ସାଧୁ ଅଟନ୍ତି । ଯଦିଓ ସେ କିଛି ଖରାପ ଅଭ୍ୟାସ ବଶବର୍ତ୍ତୀ ତାଙ୍କର ଅତୀତ ଜୀବନ ହେତୁ , ଏଥିରେ କିଛି ଫରକ ପଡ଼େ ନାହିଁ, କାରଣ ଏହା ବନ୍ଦ ହୋଇଯିବ । କାରଣ ସେ କୃଷ୍ଣ ଚେତନାକୁ ଗ୍ରହଣ କରିଛନ୍ତି, ସମସ୍ତ ନିରର୍ଥକ ଅଭ୍ୟାସ ବନ୍ଦ ହୋଇଯିବ । ସୁଇଚ୍ ବନ୍ଦ ଅଛି । କୃଷ୍ଣ ଚେତନାକୁ ଆସିବା ମାତ୍ରେ ସେଇ ସୁଇଚ୍ ଯାହା ଖରାପ ଅଭ୍ୟାସ କରାଏ, ତାହା ତୁରନ୍ତ ବନ୍ଦ ହୋଇଯାଏ । ତେଣୁ ଯେପରି ଉତ୍ତାପ, ଗରମ, ହିଟର, ଇଲେକ୍ଟ୍ରିକ୍ ହିଟର ଅଛି । ଯଦି ଆପଣ ସୁଇଚ୍ ଅଫ୍ କରନ୍ତି, ତଥାପି ଏହା ଗରମ ରହିଥାଏ, କିନ୍ତୁ ଧୀରେ ଧୀରେ ତାପମାତ୍ରା ତଳକୁ ଖସିଯାଏ ଏବଂ ଥଣ୍ଡା ହୋଇଯାଏ । "|Vanisource:670331 - Lecture BG 10.08 - San Francisco|670331 - ପ୍ରବଚନ BG 10.08 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:23, 21 November 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି, ଅପି ଚେତ ସୁ-ଦୁରାଚାରଃ । ଯଦିଓ ତୁମେ କିଛି ଭକ୍ତଙ୍କଠାରେ କିଛି ଖରାପ ଆଚରଣ ପାଇଥାଅ, ମାନକ ନୁହେଁ, କିନ୍ତୁ ସେ ଜଣେ ଭକ୍ତ ହୋଇଥିବାରୁ ସେ କ୍ରମାଗତ ଭାବରେ କୃଷ୍ଣ ଚେତନାରେ ଜଡିତ, ତେଣୁ ସେ ସାଧୁ ଅଟନ୍ତି । ଯଦିଓ ସେ କିଛି ଖରାପ ଅଭ୍ୟାସ ବଶବର୍ତ୍ତୀ ତାଙ୍କର ଅତୀତ ଜୀବନ ହେତୁ , ଏଥିରେ କିଛି ଫରକ ପଡ଼େ ନାହିଁ, କାରଣ ଏହା ବନ୍ଦ ହୋଇଯିବ । କାରଣ ସେ କୃଷ୍ଣ ଚେତନାକୁ ଗ୍ରହଣ କରିଛନ୍ତି, ସମସ୍ତ ନିରର୍ଥକ ଅଭ୍ୟାସ ବନ୍ଦ ହୋଇଯିବ । ସୁଇଚ୍ ବନ୍ଦ ଅଛି । କୃଷ୍ଣ ଚେତନାକୁ ଆସିବା ମାତ୍ରେ ସେଇ ସୁଇଚ୍ ଯାହା ଖରାପ ଅଭ୍ୟାସ କରାଏ, ତାହା ତୁରନ୍ତ ବନ୍ଦ ହୋଇଯାଏ । ତେଣୁ ଯେପରି ଉତ୍ତାପ, ଗରମ, ହିଟର, ଇଲେକ୍ଟ୍ରିକ୍ ହିଟର ଅଛି । ଯଦି ଆପଣ ସୁଇଚ୍ ଅଫ୍ କରନ୍ତି, ତଥାପି ଏହା ଗରମ ରହିଥାଏ, କିନ୍ତୁ ଧୀରେ ଧୀରେ ତାପମାତ୍ରା ତଳକୁ ଖସିଯାଏ ଏବଂ ଥଣ୍ଡା ହୋଇଯାଏ । "
670331 - ପ୍ରବଚନ BG 10.08 - ସାନ୍ ଫ୍ରାନ୍ସିସ୍କୋ