OR/680202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680112 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680112|OR/680306 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680306}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680202CC-LOS_ANGELES_ND_01.mp3</mp3player>|"ତେଣୁ ଭଗବାନ-ହୃଦୟଙ୍ଗମ କରିବା ଭୌତିକ ବୈଭବ ଉପରେ ନିର୍ଭର କରେ ନାହିଁ। ଭୌତିକ ବୈଭବ ଅର୍ଥ ହେଉଛି ଉଚ୍ଚ ପରିବାର, ଜନ୍ମ। ଜନ୍ମର ଅର୍ଥ ହେଉଛି ଉଚ୍ଚ ପିତାମାତା। ତା’ପରେ ... ଜନ୍ମଐଶ୍ୱର୍ଯ୍ୟ, ଏବଂ ଧନୀ, ବହୁତ ଧନ। ଏଗୁଡ଼ିକ ହେଉଛି ଭୌତିକ ବୈଭବ: ଉଚ୍ଚ ପିତାମାତା, ବହୁତ ଧନ ଏବଂ ମହାନ ଶିକ୍ଷା ଏବଂ ଅତି ସୌନ୍ଦର୍ଯ୍ୟ। ଏହି ଚାରୋଟି ଜିନିଷ ହେଉଛି ଭୌତିକ ବୈଭବ । ଜନ୍ମଐଶ୍ୱର୍ଯ୍ୟ-ଶୃତ-ଶ୍ରୀ ([[Vanisource:SB 1.8.26 । ଭା. ୧.୮.୨୬]]) ଜନ୍ମ ଅର୍ଥାତ୍ ଜନ୍ମ, ଐଶ୍ୱର୍ଯ୍ୟ ଅର୍ଥ ଧନ, ଏବଂ ଶୃତ ଅର୍ଥ ଶିକ୍ଷା, ଏବଂ ଶ୍ରୀର ଅର୍ଥ ହେଉଛି ସୌନ୍ଦର୍ଯ୍ୟ। ତେଣୁ ଭଗବାନ ହୃଦୟଙ୍ଗମ କରିବା ପାଇଁ ଏହି ଜିନିଷଗୁଡ଼ିକ ଜରୁରୀ ନୁହେଁ, କିନ୍ତୁ କୃଷ୍ଣ ଚେତନା ଆନ୍ଦୋଳନ ସବୁକିଛି ବ୍ୟବହାର କରିପାରିବ । ତେଣୁ କିଛି ଅବହେଳା କରାଯାଏ ନାହିଁ । ଏହା ଅନ୍ୟ ଏକ ବିଷୟ । କିନ୍ତୁ ଯଦି କେହି ଭାବନ୍ତି ଯେ "ମୁଁ ଏହି ସବୁ ସୁବିଧା ପାଇଛି; ତେଣୁ ଭଗବାନ ହୃଦୟଙ୍ଗମ କରିବା ମୋ ପାଇଁ ଅତି ସହଜ, "ନା, ତାହା ନୁହେଁ ।"|Vanisource:680202 - Lecture CC Madhya 06.254 - Los Angeles|680202 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ}}

Latest revision as of 00:17, 13 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନ-ହୃଦୟଙ୍ଗମ କରିବା ଭୌତିକ ବୈଭବ ଉପରେ ନିର୍ଭର କରେ ନାହିଁ। ଭୌତିକ ବୈଭବ ଅର୍ଥ ହେଉଛି ଉଚ୍ଚ ପରିବାର, ଜନ୍ମ। ଜନ୍ମର ଅର୍ଥ ହେଉଛି ଉଚ୍ଚ ପିତାମାତା। ତା’ପରେ ... ଜନ୍ମଐଶ୍ୱର୍ଯ୍ୟ, ଏବଂ ଧନୀ, ବହୁତ ଧନ। ଏଗୁଡ଼ିକ ହେଉଛି ଭୌତିକ ବୈଭବ: ଉଚ୍ଚ ପିତାମାତା, ବହୁତ ଧନ ଏବଂ ମହାନ ଶିକ୍ଷା ଏବଂ ଅତି ସୌନ୍ଦର୍ଯ୍ୟ। ଏହି ଚାରୋଟି ଜିନିଷ ହେଉଛି ଭୌତିକ ବୈଭବ । ଜନ୍ମଐଶ୍ୱର୍ଯ୍ୟ-ଶୃତ-ଶ୍ରୀ (Vanisource:SB 1.8.26 । ଭା. ୧.୮.୨୬) ଜନ୍ମ ଅର୍ଥାତ୍ ଜନ୍ମ, ଐଶ୍ୱର୍ଯ୍ୟ ଅର୍ଥ ଧନ, ଏବଂ ଶୃତ ଅର୍ଥ ଶିକ୍ଷା, ଏବଂ ଶ୍ରୀର ଅର୍ଥ ହେଉଛି ସୌନ୍ଦର୍ଯ୍ୟ। ତେଣୁ ଭଗବାନ ହୃଦୟଙ୍ଗମ କରିବା ପାଇଁ ଏହି ଜିନିଷଗୁଡ଼ିକ ଜରୁରୀ ନୁହେଁ, କିନ୍ତୁ କୃଷ୍ଣ ଚେତନା ଆନ୍ଦୋଳନ ସବୁକିଛି ବ୍ୟବହାର କରିପାରିବ । ତେଣୁ କିଛି ଅବହେଳା କରାଯାଏ ନାହିଁ । ଏହା ଅନ୍ୟ ଏକ ବିଷୟ । କିନ୍ତୁ ଯଦି କେହି ଭାବନ୍ତି ଯେ "ମୁଁ ଏହି ସବୁ ସୁବିଧା ପାଇଛି; ତେଣୁ ଭଗବାନ ହୃଦୟଙ୍ଗମ କରିବା ମୋ ପାଇଁ ଅତି ସହଜ, "ନା, ତାହା ନୁହେଁ ।"
680202 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ