OR/680312 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680310c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680310c|OR/680315 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680315}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680312IV-SAN_FRANCISCO_ND_01.mp3</mp3player>|"ଏହି ଜୀବନର ସିଦ୍ଧତା ହେଉଛି ନିଜକୁ ବୁଝିବା, ମୁଁ କ’ଣ। ଏହା ହେଉଛି ଆରମ୍ଭ। ମୁଁ କାହିଁକି କଷ୍ଟ ଭୋଗୁଛି? କଣ ଏହି ଦୁଃଖର କୌଣସି ସମାଧାନ ଅଛି? ଆଉ ବହୁତ ଜିନିଷ ଅଛି। ଏହି ପ୍ରଶ୍ନଗୁଡିକ ରହିବା ଉଚିତ୍। ଯଦି ଏହି ପ୍ରଶ୍ନଗୁଡିକ ଜଣେ ମନୁଷ୍ୟ ମନରେ ଜାଗ୍ରତ ହୋଇନି, ଯେ ମୁଁ କ’ଣ? ମୁଁ କାହିଁକି କଷ୍ଟ ଭୋଗୁଛି? ମୁଁ କେଉଁଠାରୁ ଆସିଛି, ଏବଂ ମୋତେ କେଉଁଠାକୁ ଯିବାକୁ ପଡିବ?" ତାହା ହେଲେ ସେ ପଶୁ ସ୍ତରରେ ବୋଲି ବିଚାର କରାଯାଏ । କାରଣ ପଶୁମାନଙ୍କ ପାଖରେ ସେମାନଙ୍କର କୌଣସି ପ୍ରଶ୍ନ ନାହିଁ। ମାନବ ଜୀବନରେ ଏହି ପ୍ରଶ୍ନଗୁଡିକ ଅଛି।"|Vanisource:680312 - Interview - San Francisco|680312 - Interview - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:04, 17 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଜୀବନର ସିଦ୍ଧତା ହେଉଛି ନିଜକୁ ବୁଝିବା, ମୁଁ କ’ଣ। ଏହା ହେଉଛି ଆରମ୍ଭ। ମୁଁ କାହିଁକି କଷ୍ଟ ଭୋଗୁଛି? କଣ ଏହି ଦୁଃଖର କୌଣସି ସମାଧାନ ଅଛି? ଆଉ ବହୁତ ଜିନିଷ ଅଛି। ଏହି ପ୍ରଶ୍ନଗୁଡିକ ରହିବା ଉଚିତ୍। ଯଦି ଏହି ପ୍ରଶ୍ନଗୁଡିକ ଜଣେ ମନୁଷ୍ୟ ମନରେ ଜାଗ୍ରତ ହୋଇନି, ଯେ ମୁଁ କ’ଣ? ମୁଁ କାହିଁକି କଷ୍ଟ ଭୋଗୁଛି? ମୁଁ କେଉଁଠାରୁ ଆସିଛି, ଏବଂ ମୋତେ କେଉଁଠାକୁ ଯିବାକୁ ପଡିବ?" ତାହା ହେଲେ ସେ ପଶୁ ସ୍ତରରେ ବୋଲି ବିଚାର କରାଯାଏ । କାରଣ ପଶୁମାନଙ୍କ ପାଖରେ ସେମାନଙ୍କର କୌଣସି ପ୍ରଶ୍ନ ନାହିଁ। ମାନବ ଜୀବନରେ ଏହି ପ୍ରଶ୍ନଗୁଡିକ ଅଛି।"
680312 - Interview - ସାନ୍ ଫ୍ରାନ୍ସିସ୍କୋ