OR/680316 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 00:04, 17 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆତ୍ମା ହେଉଛି କୃଷ୍ଣଙ୍କର ରଚନା । ତେଣୁ ସେ ହିଁ ଆମର ପ୍ରିୟ ବନ୍ଧୁ। ଆମେ କାହାକୁ ଜଣକୁ ଭଲ ପାଇବାକୁ ଚେଷ୍ଟା କରୁଛୁ। ସେହି ଜଣକ କୃଷ୍ଣଙ୍କର ବିକୃତ ପ୍ରତିଫଳନ। ପ୍ରକୃତରେ ... ଠିକ୍ ଯେପରି ଏକ ଶିଶୁ । ପିଲାଟି ମା'ର ସ୍ତନ ସନ୍ଧାନ କରୁଛି ଏବଂ କାନ୍ଦୁଛି। ଯଦି କେହି ପିଲାଟିକୁ ନେଇଯାଏ, ତେବେ ସେ ସନ୍ତୁଷ୍ଟ ନୁହଁ କାରଣ ସେ ଏହା କହିପାରିବେ ନାହିଁ ଯେ "ମୁଁ ମୋର ମା ଚାହୁଁଛି।" ସେହିପରି ଭାବରେ, ଆମେ କୃଷ୍ଣଙ୍କୁ ଏକ ବିକୃତ ଢଙ୍ଗରେ ପ୍ରେମ କରିବା ଉତ୍କଣ୍ଠିତ। କିନ୍ତୁ, ଯେହେତୁ ଆମ ପାଖରେ କୃଷ୍ଣଙ୍କ ବିଷୟରେ କୌଣସି ସୂଚନା ନାହିଁ, ଆମେ କୃଷ୍ଣଙ୍କ ସହିତ ଆମର ସମ୍ପର୍କ ଭୁଲି ଯାଇଛୁ, ତେଣୁ ଆମେ ଏହି ଶରୀରକୁ, ସେହି ଶରୀରକୁ ଭଲପାଉଛୁ । "
680316 - ପ୍ରବଚନ Excerpt - ସାନ୍ ଫ୍ରାନ୍ସିସ୍କୋ