OR/680318 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680317b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680317b|OR/680320 ପ୍ରାତଃ ଭ୍ରମଣ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680320}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680318SB-SAN_FRANCISCO_ND_01.mp3</mp3player>|"ଶୁକଦେବ ଗୋସ୍ୱାମୀ କୁହନ୍ତି, ତତଶ୍ଚ ଅନୁଦିନମ୍ । ଅନୁଦିନମ୍ ର ଅର୍ଥ ହେଉଛି 'ଦିନ ଗଡି ଚାଲିବା'। ତା’ହେଲେ ଏହାର ଲକ୍ଷଣଗୁଡ଼ିକ କ’ଣ ହେବ? ବର୍ତ୍ତମାନ, ନଣକ୍ଷ୍ୟତି । ନଣକ୍ଷ୍ୟତି ଅର୍ଥ ଧୀରେ ଧୀରେ ହ୍ରାସ ପାଇବ, ହ୍ରାସ ପାଇବ। କ’ଣ ହ୍ରାସ ହେବ? ବର୍ତ୍ତମାନ, ଧର୍ମ, ଧର୍ମ; ସତ୍ୟମ୍, ସତ୍ୟତା; ଶୌଚମ, ପରିଷ୍କାରତା; କ୍ଷମା, କ୍ଷମା; ଦୟା, ଦୟା; ଆୟୁଃ, ଜୀବନର ଅବଧି; ବଳ, ଶକ୍ତି; ଏବଂ ସ୍ମୃତି, ସ୍ମୃତି। ଏହି ଆଠଟି ବସ୍ତୁ, କେବଳ ଜାଣିବାକୁ ଚେଷ୍ଟା କର । ପ୍ରଥମ କଥା ହେଉଛି ଧାର୍ମିକତା । କଳୀକାଳ ଅଗ୍ରଗତି କରିବା ସଙ୍ଗେ, ଲୋକମାନେ ଅଧିକ ଅବିଶ୍ୱାସୀ ହୋଇଯିବେ । ଏବଂ ସେମାନେ ଅଧିକରୁ ଅଧିକ ମିଥ୍ୟାବାଦୀ ହେବେ। ଯାହା ସତ ତାହା କହିବାକୁ ସେମାନେ ଭୁଲିଯିବେ । ସୌଚାମ, ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ହ୍ରାସ ପାଇବ। "|Vanisource:680318 - Lecture SB 12.02.01 - San Francisco|680318 - ପ୍ରବଚନ SB 12.02.01 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:05, 17 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶୁକଦେବ ଗୋସ୍ୱାମୀ କୁହନ୍ତି, ତତଶ୍ଚ ଅନୁଦିନମ୍ । ଅନୁଦିନମ୍ ର ଅର୍ଥ ହେଉଛି 'ଦିନ ଗଡି ଚାଲିବା'। ତା’ହେଲେ ଏହାର ଲକ୍ଷଣଗୁଡ଼ିକ କ’ଣ ହେବ? ବର୍ତ୍ତମାନ, ନଣକ୍ଷ୍ୟତି । ନଣକ୍ଷ୍ୟତି ଅର୍ଥ ଧୀରେ ଧୀରେ ହ୍ରାସ ପାଇବ, ହ୍ରାସ ପାଇବ। କ’ଣ ହ୍ରାସ ହେବ? ବର୍ତ୍ତମାନ, ଧର୍ମ, ଧର୍ମ; ସତ୍ୟମ୍, ସତ୍ୟତା; ଶୌଚମ, ପରିଷ୍କାରତା; କ୍ଷମା, କ୍ଷମା; ଦୟା, ଦୟା; ଆୟୁଃ, ଜୀବନର ଅବଧି; ବଳ, ଶକ୍ତି; ଏବଂ ସ୍ମୃତି, ସ୍ମୃତି। ଏହି ଆଠଟି ବସ୍ତୁ, କେବଳ ଜାଣିବାକୁ ଚେଷ୍ଟା କର । ପ୍ରଥମ କଥା ହେଉଛି ଧାର୍ମିକତା । କଳୀକାଳ ଅଗ୍ରଗତି କରିବା ସଙ୍ଗେ, ଲୋକମାନେ ଅଧିକ ଅବିଶ୍ୱାସୀ ହୋଇଯିବେ । ଏବଂ ସେମାନେ ଅଧିକରୁ ଅଧିକ ମିଥ୍ୟାବାଦୀ ହେବେ। ଯାହା ସତ ତାହା କହିବାକୁ ସେମାନେ ଭୁଲିଯିବେ । ସୌଚାମ, ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ହ୍ରାସ ପାଇବ। "
680318 - ପ୍ରବଚନ SB 12.02.01 - ସାନ୍ ଫ୍ରାନ୍ସିସ୍କୋ