OR/680328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680327b ପ୍ରାତଃ ଭ୍ରମଣ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680327b|OR/680402 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680402}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680328SB-SAN_FRANCISCO_ND_01.mp3</mp3player>|"ତେଣୁ ସବୁକିଛି, ଆମେ ଯାହା ପାଇଛୁ, କୃଷ୍ଣ ମଧ୍ୟ ସେହି ସବୁ ପାଇଛନ୍ତି। କିନ୍ତୁ କୃଷ୍ଣରେ ଏହା ପୁର୍ଣତାରେ ଅଛି; ଆମ ଭିତରେ, ଆମର ବଦ୍ଧ ଜୀବନ ଅବସ୍ଥାରେ ଏହା ଅସମ୍ପୂର୍ଣ୍ଣ ଅଟେ। ତେଣୁ ଯଦି ଆମେ ନିଜକୁ କୃଷ୍ଣଙ୍କ ସହ ଯୋଡି ହୋଇ ଥାଉ, ତେବେ ଆମର ଏହି ସବୁ ପ୍ରବୃତ୍ତି ସିଦ୍ଧ ହୋଇଥାଏ । ଯେପରି ମୁଁ ବାରମ୍ବାର ଏହି ଉଦାହରଣ ଦେଇସାରିଛି, ଏକ କାର ସତୁରି ମାଇଲ୍ ବେଗରେ ଚାଲୁଛି; ଜଣେ ସାଇକେଲ ଚାଳକ କାର୍ ଧରିଛି, ସେ ମଧ୍ୟ ସତୁରି ମାଇଲ୍ ବେଗରେ ଚାଲେ, ଯଦିଓ ସାଇକଲ ସେପରି ଗତି ପାଇନାହିଁ । ସେହିଭଳି, ଯଦିଓ ଆମେ ଭଗବାନଙ୍କ କ୍ଷୁଦ୍ର କଣିକା, ଯଦି ଆମେ ନିଜକୁ ଭଗବାନଙ୍କ ଚେତନା, କିମ୍ବା କୃଷ୍ଣ ଚେତନା ମୋଡ଼ି ଦେଉ, ତେବେ ଆମେ ସମାନ ଆତ୍ମା ହୋଇଯିବା । ଏହା ହେଉଛି କୌଶଳ । "|Vanisource:680328 - Lecture SB 01.03.01-3 - San Francisco|680328 - ପ୍ରବଚନ SB 01.03.01-3 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:15, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସବୁକିଛି, ଆମେ ଯାହା ପାଇଛୁ, କୃଷ୍ଣ ମଧ୍ୟ ସେହି ସବୁ ପାଇଛନ୍ତି। କିନ୍ତୁ କୃଷ୍ଣରେ ଏହା ପୁର୍ଣତାରେ ଅଛି; ଆମ ଭିତରେ, ଆମର ବଦ୍ଧ ଜୀବନ ଅବସ୍ଥାରେ ଏହା ଅସମ୍ପୂର୍ଣ୍ଣ ଅଟେ। ତେଣୁ ଯଦି ଆମେ ନିଜକୁ କୃଷ୍ଣଙ୍କ ସହ ଯୋଡି ହୋଇ ଥାଉ, ତେବେ ଆମର ଏହି ସବୁ ପ୍ରବୃତ୍ତି ସିଦ୍ଧ ହୋଇଥାଏ । ଯେପରି ମୁଁ ବାରମ୍ବାର ଏହି ଉଦାହରଣ ଦେଇସାରିଛି, ଏକ କାର ସତୁରି ମାଇଲ୍ ବେଗରେ ଚାଲୁଛି; ଜଣେ ସାଇକେଲ ଚାଳକ କାର୍ ଧରିଛି, ସେ ମଧ୍ୟ ସତୁରି ମାଇଲ୍ ବେଗରେ ଚାଲେ, ଯଦିଓ ସାଇକଲ ସେପରି ଗତି ପାଇନାହିଁ । ସେହିଭଳି, ଯଦିଓ ଆମେ ଭଗବାନଙ୍କ କ୍ଷୁଦ୍ର କଣିକା, ଯଦି ଆମେ ନିଜକୁ ଭଗବାନଙ୍କ ଚେତନା, କିମ୍ବା କୃଷ୍ଣ ଚେତନା ମୋଡ଼ି ଦେଉ, ତେବେ ଆମେ ସମାନ ଆତ୍ମା ହୋଇଯିବା । ଏହା ହେଉଛି କୌଶଳ । "
680328 - ପ୍ରବଚନ SB 01.03.01-3 - ସାନ୍ ଫ୍ରାନ୍ସିସ୍କୋ