OR/680504 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680402 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680402|OR/680504b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି|680504b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680504SB-BOSTON_ND_01.mp3</mp3player>|"ତେଣୁ ମାନବ ଜୀବନ କେବଳ ମୂଲ୍ୟବାନ ସମ୍ପତ୍ତି, କେବଳ କୁକୁର ଏବଂ ଘୁଷୁରୀ ପରି ନଷ୍ଟ କରିବା ପାଇଁ ନୁହେଁ । ଆମର ଦାଇତ୍ଵ ଅଛି। ଆତ୍ମା ଗୋଟିଏ ରୂପରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛନ୍ତି ଏବଂ ଏହି ମାନବ ଶରୀର କେବଳ, ରାଧା-କୃଷ୍ଣଙ୍କର ସୁଖର ସେହି ଦିବ୍ୟ ସ୍ଥରରେ ପହଞ୍ଚିବା ନିମିତ୍ତ  ନିଜକୁ ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ଅଟେ।  ତୁମେ ଆନନ୍ଦ ଖୋଜୁଛ, କିନ୍ତୁ ତୁମେ ଜାଣି ନାହଁ କି ସେହି ଆନନ୍ଦ କିପରି ହାସଲ କରିବ । ସେହି ଆନନ୍ଦ ହାସଲ କରିବା ପାଇଁ, ପ୍ରେସକ୍ରିପସନ୍ ଏଠାରେ ଅଛି: ତପୋ ଦିବ୍ୟମ । 'ମୋର ପ୍ରିୟ ପୁତ୍ରଗଣ, ତୁମେ କଠୋରତାର କିଛି ନୀତି ପାଳନ କରିବାକୁ ପଡିବ', ଦିବ୍ୟମ, 'ଦିବ୍ୟ ଆନନ୍ଦ ହାସଲ କରିବା ପାଇଁ, ପରମ ସତ୍ୟ ସହିତ ମିଳିତ ହୋଇ' ।" |Vanisource:680504 - Lecture SB 05.05.01-3 - Boston|680504 - ପ୍ରବଚନ SB 05.05.01-3 - ବୋଷ୍ଟୋନ୍}}

Latest revision as of 00:15, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମାନବ ଜୀବନ କେବଳ ମୂଲ୍ୟବାନ ସମ୍ପତ୍ତି, କେବଳ କୁକୁର ଏବଂ ଘୁଷୁରୀ ପରି ନଷ୍ଟ କରିବା ପାଇଁ ନୁହେଁ । ଆମର ଦାଇତ୍ଵ ଅଛି। ଆତ୍ମା ଗୋଟିଏ ରୂପରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛନ୍ତି ଏବଂ ଏହି ମାନବ ଶରୀର କେବଳ, ରାଧା-କୃଷ୍ଣଙ୍କର ସୁଖର ସେହି ଦିବ୍ୟ ସ୍ଥରରେ ପହଞ୍ଚିବା ନିମିତ୍ତ ନିଜକୁ ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ଅଟେ। ତୁମେ ଆନନ୍ଦ ଖୋଜୁଛ, କିନ୍ତୁ ତୁମେ ଜାଣି ନାହଁ କି ସେହି ଆନନ୍ଦ କିପରି ହାସଲ କରିବ । ସେହି ଆନନ୍ଦ ହାସଲ କରିବା ପାଇଁ, ପ୍ରେସକ୍ରିପସନ୍ ଏଠାରେ ଅଛି: ତପୋ ଦିବ୍ୟମ । 'ମୋର ପ୍ରିୟ ପୁତ୍ରଗଣ, ତୁମେ କଠୋରତାର କିଛି ନୀତି ପାଳନ କରିବାକୁ ପଡିବ', ଦିବ୍ୟମ, 'ଦିବ୍ୟ ଆନନ୍ଦ ହାସଲ କରିବା ପାଇଁ, ପରମ ସତ୍ୟ ସହିତ ମିଳିତ ହୋଇ' ।"
680504 - ପ୍ରବଚନ SB 05.05.01-3 - ବୋଷ୍ଟୋନ୍