OR/680504 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

Revision as of 00:15, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମାନବ ଜୀବନ କେବଳ ମୂଲ୍ୟବାନ ସମ୍ପତ୍ତି, କେବଳ କୁକୁର ଏବଂ ଘୁଷୁରୀ ପରି ନଷ୍ଟ କରିବା ପାଇଁ ନୁହେଁ । ଆମର ଦାଇତ୍ଵ ଅଛି। ଆତ୍ମା ଗୋଟିଏ ରୂପରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛନ୍ତି ଏବଂ ଏହି ମାନବ ଶରୀର କେବଳ, ରାଧା-କୃଷ୍ଣଙ୍କର ସୁଖର ସେହି ଦିବ୍ୟ ସ୍ଥରରେ ପହଞ୍ଚିବା ନିମିତ୍ତ ନିଜକୁ ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ଅଟେ। ତୁମେ ଆନନ୍ଦ ଖୋଜୁଛ, କିନ୍ତୁ ତୁମେ ଜାଣି ନାହଁ କି ସେହି ଆନନ୍ଦ କିପରି ହାସଲ କରିବ । ସେହି ଆନନ୍ଦ ହାସଲ କରିବା ପାଇଁ, ପ୍ରେସକ୍ରିପସନ୍ ଏଠାରେ ଅଛି: ତପୋ ଦିବ୍ୟମ । 'ମୋର ପ୍ରିୟ ପୁତ୍ରଗଣ, ତୁମେ କଠୋରତାର କିଛି ନୀତି ପାଳନ କରିବାକୁ ପଡିବ', ଦିବ୍ୟମ, 'ଦିବ୍ୟ ଆନନ୍ଦ ହାସଲ କରିବା ପାଇଁ, ପରମ ସତ୍ୟ ସହିତ ମିଳିତ ହୋଇ' ।"
680504 - ପ୍ରବଚନ SB 05.05.01-3 - ବୋଷ୍ଟୋନ୍