OR/680510b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

Revision as of 00:17, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସମଗ୍ର ବିଶ୍ୱ, କିମ୍ବା ଅଧିକାଂଶ ଲୋକ, ଅଜ୍ଞାନରେ ବୁଲୁଛନ୍ତି, ଏବଂ ସେ ଜାଣନ୍ତି ନାହିଁ ଯେ ସେ ଆତ୍ମା ଏବଂ ସେ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତର ହେଉଛନ୍ତି । ସେ ମରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ମୃତ୍ୟୁ, ନିଷ୍ଠୁର ମୃତ୍ୟୁ, ତାଙ୍କ ଉପରେ ବାଧ୍ୟତାମୂଳକ କରାଯାଇଛି। ତେଣୁ ଏହି ସମସ୍ୟାଗୁଡିକ ସେମାନେ ଗୁରୁତ୍ୱପୂର୍ଣ ଭାବରେ ବିଚାର କରନ୍ତି ନାହିଁ ଏବଂ ସେମାନେ ପଶୁ ଜୀବନର ନୀତି ଉପରେ ବହୁତ ଖୁସିରେ ଚିନ୍ତା କରୁଛନ୍ତି। ପଶୁ ଜୀବନ ଚାରୋଟି ମୁଖ୍ୟ ଜିନିଷ ଉପରେ ଆଧାରିତ: ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା। "
680510 - ପ୍ରବଚନ at Boston College - ବୋଷ୍ଟୋନ୍