OR/680610 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680603 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680603|OR/680610b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680610b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680610BG-MONTREAL_ND_01.mp3</mp3player>|"ଠିକ୍ ଗୋଟିଏ ଛୋଟ ପିଲା ପରି। ଯଦି ମୁଁ ଛୋଟ ପିଲାକୁ କହିବି, ତେବେ" ଆକାଶରେ ସୂର୍ଯ୍ୟ ଅଛନ୍ତି "ଏବଂ ପିଲାଟି କହିବ, "ସୂର୍ଯ୍ୟ କେଉଁଠାରେ ମୋତେ ଦେଖାନ୍ତୁ"। ଏବଂ ଯଦି କେହି କହନ୍ତି, "ହଁ, ଆସ! , ମୁଁ ତୁମକୁ ସୂର୍ଯ୍ୟ ଦେଖାଇବି । ଛାତ ଉପରକୁ ଆସ । ମୋର ଏକ ମଶାଲ ଆଲୋକ ଅଛି ... " । ଯେହେତୁ ରାତିରେ ସୂର୍ଯ୍ୟ ଦେଖାଇବା ସମ୍ଭବ ନୁହେଁ, ଯଦିଓ ପିଲା ଜିଦ୍ ଧରିଛନ୍ତି, ସେହିଭଳି ତଥାକଥିତ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ଭଗବାନ ନାହାଁନ୍ତି, ସେମାନେ ଠିକ୍ ସେହି ପିଲାଟି ପରି । ତୁମକୁ ବୁଝିବାକୁ ପଡିବ । ଠିକ୍ ଜଣେ ବ୍ୟକ୍ତି ପରି ଯିଏ ଜ୍ଞାନରେ ଉନ୍ନତ, ସେ ଜାଣେ ଯେ ସୂର୍ଯ୍ୟ ଅଛନ୍ତି । ଯଦିଓ ମୁଁ ରାତିରେ ଦେଖିପାରୁ ନାହିଁ, କିନ୍ତୁ ସୂର୍ଯ୍ୟ ଅଛନ୍ତି । ସେ ନିଶ୍ଚିତ ଅଟନ୍ତି । ସେହିଭଳି ଯେଉଁମାନେ ଆଧ୍ୟାତ୍ମିକ ଜ୍ଞାନରେ ଉନ୍ନତ, ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଦେଖିପାରିବେ । "|Vanisource:680610 - Lecture BG 04.05 - Montreal|680610 - ପ୍ରବଚନ BG 04.05 - ମନ୍ତ୍ରେଆଲ}}

Latest revision as of 00:17, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଗୋଟିଏ ଛୋଟ ପିଲା ପରି। ଯଦି ମୁଁ ଛୋଟ ପିଲାକୁ କହିବି, ତେବେ" ଆକାଶରେ ସୂର୍ଯ୍ୟ ଅଛନ୍ତି "ଏବଂ ପିଲାଟି କହିବ, "ସୂର୍ଯ୍ୟ କେଉଁଠାରେ ମୋତେ ଦେଖାନ୍ତୁ"। ଏବଂ ଯଦି କେହି କହନ୍ତି, "ହଁ, ଆସ! , ମୁଁ ତୁମକୁ ସୂର୍ଯ୍ୟ ଦେଖାଇବି । ଛାତ ଉପରକୁ ଆସ । ମୋର ଏକ ମଶାଲ ଆଲୋକ ଅଛି ... " । ଯେହେତୁ ରାତିରେ ସୂର୍ଯ୍ୟ ଦେଖାଇବା ସମ୍ଭବ ନୁହେଁ, ଯଦିଓ ପିଲା ଜିଦ୍ ଧରିଛନ୍ତି, ସେହିଭଳି ତଥାକଥିତ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ଭଗବାନ ନାହାଁନ୍ତି, ସେମାନେ ଠିକ୍ ସେହି ପିଲାଟି ପରି । ତୁମକୁ ବୁଝିବାକୁ ପଡିବ । ଠିକ୍ ଜଣେ ବ୍ୟକ୍ତି ପରି ଯିଏ ଜ୍ଞାନରେ ଉନ୍ନତ, ସେ ଜାଣେ ଯେ ସୂର୍ଯ୍ୟ ଅଛନ୍ତି । ଯଦିଓ ମୁଁ ରାତିରେ ଦେଖିପାରୁ ନାହିଁ, କିନ୍ତୁ ସୂର୍ଯ୍ୟ ଅଛନ୍ତି । ସେ ନିଶ୍ଚିତ ଅଟନ୍ତି । ସେହିଭଳି ଯେଉଁମାନେ ଆଧ୍ୟାତ୍ମିକ ଜ୍ଞାନରେ ଉନ୍ନତ, ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଦେଖିପାରିବେ । "
680610 - ପ୍ରବଚନ BG 04.05 - ମନ୍ତ୍ରେଆଲ