OR/680610c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680610b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680610b|OR/680611 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680611}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680610SB-MONTREAL_ND_01.mp3</mp3player>|"ବର୍ତ୍ତମାନ ଏହି ଭଗବାନବିହୀନ ସଭ୍ୟତାର ସମୟରେ ଯଦି କିଛି ମହାନ ବୈଜ୍ଞାନିକ ପ୍ରମାଣ କରନ୍ତି ... ଠିକ୍ ପ୍ରଫେସର ଆଇନଷ୍ଟାଇନଙ୍କ ପରି ସେ ମଧ୍ୟ କହିଛନ୍ତି ଯେ ଆମେ ବିଜ୍ଞାନରେ ଅଗ୍ରଗତି କରୁଛୁ ଓ ପାଇଲୁ ଯେ ଏହି ବ୍ରହ୍ମାଣ୍ଡ ପଛରେ ଏକ ବଡ ମସ୍ତିଷ୍କ ଅଛି। ଏହା ହେଉଛି ଭଗବାନଙ୍କୁ ଗ୍ରହଣ କରିବା । ସେହି ବଡ ମସ୍ତିଷ୍କ କ’ଣ? ସେହି ବଡ ମସ୍ତିଷ୍କ ହେଉଛି ଭଗବାନ। ବେଦାନ୍ତ-ସୂତ୍ର କୁହନ୍ତି, ଜନ୍ମାଦି ଅସ୍ୟ ୟତଃ ([[Vanisource:SB 1.1.1| ଭା. ୧.୧.୧]]) । ଯେପରି ତୁମେ ଯେତେବେଳେ ଏକ ଚମତ୍କାର ସେତୁ କିମ୍ବା ଚମତ୍କାର ଇଞ୍ଜିନିୟରିଂ କାର୍ଯ୍ୟ ଦେଖିବ, ତୁମେ ନିଶ୍ଚୟ ଭାବିବ ଯେ ଏହା ପଛରେ ଏକ ମସ୍ତିଷ୍କ ଅଛି । ଏହି ସୁନ୍ଦର ନିର୍ମାଣ, ଏହା ପଛରେ ଏକ ମସ୍ତିଷ୍କ ଅଛି । ସେହିଭଳି, ଯେଉଁମାନେ ଚତୁର ପୁରୁଷ, ସେମାନେ ଦେଖିବେ ଯେ ଏହି ବ୍ରହ୍ମାଣ୍ଡ..., ଏହି ବ୍ରହ୍ମାଣ୍ଡ, ଏତେ ଚମତ୍କାର ଭାବରେ କାର୍ଯ୍ୟ କରୁଛି । "|Vanisource:680610 - Lecture SB 07.06.01 - Montreal|680610 - ପ୍ରବଚନ SB 07.06.01 - ମନ୍ତ୍ରେଆଲ}}

Latest revision as of 00:17, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଏହି ଭଗବାନବିହୀନ ସଭ୍ୟତାର ସମୟରେ ଯଦି କିଛି ମହାନ ବୈଜ୍ଞାନିକ ପ୍ରମାଣ କରନ୍ତି ... ଠିକ୍ ପ୍ରଫେସର ଆଇନଷ୍ଟାଇନଙ୍କ ପରି ସେ ମଧ୍ୟ କହିଛନ୍ତି ଯେ ଆମେ ବିଜ୍ଞାନରେ ଅଗ୍ରଗତି କରୁଛୁ ଓ ପାଇଲୁ ଯେ ଏହି ବ୍ରହ୍ମାଣ୍ଡ ପଛରେ ଏକ ବଡ ମସ୍ତିଷ୍କ ଅଛି। ଏହା ହେଉଛି ଭଗବାନଙ୍କୁ ଗ୍ରହଣ କରିବା । ସେହି ବଡ ମସ୍ତିଷ୍କ କ’ଣ? ସେହି ବଡ ମସ୍ତିଷ୍କ ହେଉଛି ଭଗବାନ। ବେଦାନ୍ତ-ସୂତ୍ର କୁହନ୍ତି, ଜନ୍ମାଦି ଅସ୍ୟ ୟତଃ ( ଭା. ୧.୧.୧) । ଯେପରି ତୁମେ ଯେତେବେଳେ ଏକ ଚମତ୍କାର ସେତୁ କିମ୍ବା ଚମତ୍କାର ଇଞ୍ଜିନିୟରିଂ କାର୍ଯ୍ୟ ଦେଖିବ, ତୁମେ ନିଶ୍ଚୟ ଭାବିବ ଯେ ଏହା ପଛରେ ଏକ ମସ୍ତିଷ୍କ ଅଛି । ଏହି ସୁନ୍ଦର ନିର୍ମାଣ, ଏହା ପଛରେ ଏକ ମସ୍ତିଷ୍କ ଅଛି । ସେହିଭଳି, ଯେଉଁମାନେ ଚତୁର ପୁରୁଷ, ସେମାନେ ଦେଖିବେ ଯେ ଏହି ବ୍ରହ୍ମାଣ୍ଡ..., ଏହି ବ୍ରହ୍ମାଣ୍ଡ, ଏତେ ଚମତ୍କାର ଭାବରେ କାର୍ଯ୍ୟ କରୁଛି । "
680610 - ପ୍ରବଚନ SB 07.06.01 - ମନ୍ତ୍ରେଆଲ