OR/680611 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

Revision as of 00:18, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ କୃଷ୍ଣ କହିଛନ୍ତି ଯେ ଯିଏ ଏହି ସଂପୂର୍ଣ୍ଣ ସତ୍ୟ ବୁଝିବ କିମ୍ବା କାର୍ଯ୍ୟକଳାପ କିମ୍ବା ଉଦ୍ଦେଶ୍ୟ କିମ୍ବା ଭଗବାନଙ୍କ ପ୍ରକଟ ଓ ଅପ୍ରକଟ, ଭଗବାନ କ’ଣ, ତାଙ୍କର କାର୍ଯ୍ୟକଳାପ କ’ଣ... ଠିକ୍ ଯେପରି ଆମର କାର୍ଯ୍ୟକଳାପ, ଆମର ପରିଚୟ, ସେହିପରି ଭାବରେ, ଭଗବାନ ତାଙ୍କର ପରିଚୟ, କାର୍ଯ୍ୟକଳାପ, ତାଙ୍କର ରୂପ, ସବୁକିଛି ପାଇଛନ୍ତି । ବର୍ତ୍ତମାନ ତାହା କ’ଣ ତାହା ବୁଝିବାକୁ ପଡିବ । ଏହାକୁ ଦିବ୍ୟମ୍ କୁହାଯାଏ । ଦିବ୍ୟମ୍ ଅର୍ଥ ଏହା ଏହି ଭୌତିକ ଜିନିଷ ପରି ନୁହେଁ । ଏହା ଆଧ୍ୟାତ୍ମିକ ଅଟେ । ତେଣୁ ଏହା ଏକ ଆଧ୍ୟାତ୍ମିକ ବିଜ୍ଞାନ। "
680611 - ପ୍ରବଚନ - ମନ୍ତ୍ରେଆଲ