OR/680611b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

Revision as of 00:18, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏତେ ସୁବିଧା ପ୍ରଦାନ କରାଯାଇଛି। ଏବଂ ଭଗବଦ୍-ଗୀତା ଅଛନ୍ତି। ତୁମେ ତୁମର ସମସ୍ତ କାରଣ ସହିତ, ତୁମର ସମସ୍ତ ଯୁକ୍ତି ସହିତ, ତୁମର ସମସ୍ତ ଇନ୍ଦ୍ରିୟ ସହିତ ଭଗବାନ କ’ଣ ବୁଝି ପାରିବ। ଏହା କୌଣସି ଅଯୁକ୍ତିଯୁକ୍ତ ନୁହେଁ। ଏହା ସବୁ ଯୁକ୍ତିଯୁକ୍ତ, ଦାର୍ଶନିକ। ଦୁର୍ଭାଗ୍ୟବଶତ, ସେମାନେ ସ୍ଥିର କରିଛନ୍ତି ଯେ ଭଗବାନ ମୃତ। ଭଗବାନ କିପରି ମୃତ ହୋଇପାରିବେ? ଏହା ଅନ୍ୟ ଏକ ମୁର୍ଖତା । ତୁମେ ମରି ନାହଁ; ଭଗବାନ କିପରି ମରି ପାରିବେ? ତେଣୁ ଭଗବାନଙ୍କ ମୃତ୍ୟୁ ହେବାର କୌଣସି ପ୍ରଶ୍ନ ନାହିଁ । ସେ ସର୍ବଦା ଉପସ୍ଥିତ, ଯେପରି ସୂର୍ଯ୍ୟ ସର୍ବଦା ଉପସ୍ଥିତ । କେବଳ ଯିଏ ମୂର୍ଖ, ସେମାନେ କୁହନ୍ତି ସୂର୍ଯ୍ୟ ନାହିଁ। ସୂର୍ଯ୍ୟ ଅଛି। ଏହା ତୁମ ଦୃଷ୍ଟିରୁ ଦୂରେଇ ଯାଇଛି। ସେହିପରି ଭାବରେ, "କାରଣ ଆମେ ଭଗବାନଙ୍କୁ ଦେଖିପାରୁ ନାହୁଁ, ତେଣୁ ଭଗବାନ ମୃତ," ଏହା ମୂର୍ଖତା । ଏହା ଅତ୍ୟଧିକ ଭଲ ସିଦ୍ଧାନ୍ତ ନୁହେଁ। "
680611 - ପ୍ରବଚନ - ମନ୍ତ୍ରେଆଲ