OR/680613 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

Revision as of 00:18, 21 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଆପଣ ନିଜର ଧର୍ମ ଚୟନ କରିପାରିବେ। ଆପଣ ହିନ୍ଦୁ କିମ୍ବା ମୁସଲମାନ କିମ୍ବା ମହମ୍ମଦ କିମ୍ବା ଵୌଦ୍ଧ ହୁଅନ୍ତୁ - ଆପଣ ଯାହା ପସନ୍ଦ କରନ୍ତି - ଶ୍ରୀମଦ୍-ଭଗବତ ଆପଣଙ୍କୁ ଅଟକାନ୍ତି ନାହିଁ, କିନ୍ତୁ ଧର୍ମର ଉଦ୍ଦେଶ୍ୟ କ’ଣ ତାହା ଆପଣଙ୍କୁ ସୂଚାଇଥାଏ। ଧର୍ମର ଉଦ୍ଦେଶ୍ୟ ହେଉଛି ତୁମର ଭଗବାନଙ୍କ ପ୍ରେମକୁ ବୁଝିବା ପାଇଁ। ଏହା ହେଉଛି ପ୍ରକୃତ ଧର୍ମ। ତେଣୁ ଏଠାରେ କୃଷ୍ଣ କହିଛନ୍ତି ଯେ ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ (Vanisource:BG 4.7 (1972) । ଭ.ଗୀ. ୪.୭) । ଯେତେ ଶୀଘ୍ର ଲୋକମାନଙ୍କର ଭଗବାନଙ୍କ ପ୍ରେମର ଅବନତି ଘଟିବ... ଏହାର ଅର୍ଥ ଯେତେବେଳେ ଲୋକମାନେ ଭୁଲିଯାଆନ୍ତି, ପ୍ରାୟ ଭୁଲିଯାଆନ୍ତି । କାରଣ ଅନ୍ତତଃ ପକ୍ଷେ କିଛି ଲୋକ ମନେ କରନ୍ତି ଯେ ଭଗବାନ ଅଛନ୍ତି । କିନ୍ତୁ ସାଧାରଣତ, ଏହି ଯୁଗରେ, ସେମାନେ ଭୁଲିଯାଆନ୍ତି । "
680613 - ପ୍ରବଚନ BG 04.07 - ମନ୍ତ୍ରେଆଲ