OR/680615 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680614 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680614|OR/680615b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680615b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680615LE-MONTREAL_ND_01.mp3</mp3player>|"ସାଥୀଗଣ, ଏହି କୃଷ୍ଣ ସଚେତନ ଆନ୍ଦୋଳନ ଆମର ମୂଳ ଚେତନାକୁ ପୁନର୍ଜୀବିତ କରୁଛି। ବର୍ତ୍ତମାନ ସମୟରେ, ଭୌତିକତା ସହିତ ଆମର ଦୀର୍ଘଦିନର ମିଳନ ହେତୁ ଚେତନା ଦୂଷିତ ହୋଇଯାଇଛି, ଯେପରି ବର୍ଷା ଜଳ ମେଘରୁ ଖସିଯାଏ, ଜଳ ଦୂଷିତ ହୋଇନଥାଏ, ଅମିଶ୍ରିତ ଜଳ, ଶୁଦ୍ଧ, କିନ୍ତୁ ଜଳ ଏହି ପୃଥିବୀ ଉପରେ ପଡ଼ିବା ମାତ୍ରେ ଏହା ଅନେକ ମଇଳା ଜିନିଷ ସହିତ ମିଶ୍ରିତ ହୋଇଯାଏ । ଯେତେବେଳେ ପାଣି ପଡେ, ଏହା ଲୁଣିଆ ନୁହେଁ, କିନ୍ତୁ ଯେତେବେଳେ ଏହା ଜଗତ ବା ପୃଥିବୀ ସହିତ ସ୍ପର୍ଶ ହୁଏ, ଲୁଣିଆ, କିମ୍ବା ସ୍ୱାଦିଷ୍ଟ, କିମ୍ବା ସେପରି କିଛି ହୋଇଯାଏ । ସେହିପରି ଭାବରେ, ମୂଳତଃ ଆତ୍ମାର ଚେତନା ଦୂଷିତ ହୋଇନଥାଏ, କିନ୍ତୁ ବର୍ତ୍ତମାନ ସମୟରେ ଏହି ବିଷୟ ସଙ୍ଗ  ହେତୁ ଆମର ଚେତନା ଦୂଷିତ ହୋଇଛି । "|Vanisource:680615 - Lecture - Montreal|680615 - ପ୍ରବଚନ - ମନ୍ତ୍ରେଆଲ}}

Latest revision as of 00:18, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସାଥୀଗଣ, ଏହି କୃଷ୍ଣ ସଚେତନ ଆନ୍ଦୋଳନ ଆମର ମୂଳ ଚେତନାକୁ ପୁନର୍ଜୀବିତ କରୁଛି। ବର୍ତ୍ତମାନ ସମୟରେ, ଭୌତିକତା ସହିତ ଆମର ଦୀର୍ଘଦିନର ମିଳନ ହେତୁ ଚେତନା ଦୂଷିତ ହୋଇଯାଇଛି, ଯେପରି ବର୍ଷା ଜଳ ମେଘରୁ ଖସିଯାଏ, ଜଳ ଦୂଷିତ ହୋଇନଥାଏ, ଅମିଶ୍ରିତ ଜଳ, ଶୁଦ୍ଧ, କିନ୍ତୁ ଜଳ ଏହି ପୃଥିବୀ ଉପରେ ପଡ଼ିବା ମାତ୍ରେ ଏହା ଅନେକ ମଇଳା ଜିନିଷ ସହିତ ମିଶ୍ରିତ ହୋଇଯାଏ । ଯେତେବେଳେ ପାଣି ପଡେ, ଏହା ଲୁଣିଆ ନୁହେଁ, କିନ୍ତୁ ଯେତେବେଳେ ଏହା ଜଗତ ବା ପୃଥିବୀ ସହିତ ସ୍ପର୍ଶ ହୁଏ, ଲୁଣିଆ, କିମ୍ବା ସ୍ୱାଦିଷ୍ଟ, କିମ୍ବା ସେପରି କିଛି ହୋଇଯାଏ । ସେହିପରି ଭାବରେ, ମୂଳତଃ ଆତ୍ମାର ଚେତନା ଦୂଷିତ ହୋଇନଥାଏ, କିନ୍ତୁ ବର୍ତ୍ତମାନ ସମୟରେ ଏହି ବିଷୟ ସଙ୍ଗ ହେତୁ ଆମର ଚେତନା ଦୂଷିତ ହୋଇଛି । "
680615 - ପ୍ରବଚନ - ମନ୍ତ୍ରେଆଲ