OR/680623 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680620b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680620b|OR/680623b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680623b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680623SB-MONTREAL_ND_01.mp3</mp3player>|"ତୁମେ ଭାବୁଛ କି ପୂର୍ବ ପାର୍ଶ୍ୱ ସୂର୍ଯ୍ୟର ମାତା? କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଜନ୍ମ ହୋଇଥିଲେ, ତୁମେ ଏହାକୁ ଗ୍ରହଣ କରିପାରିବ ଯେ ପୂର୍ବ ପାର୍ଶ୍ୱ ସୂର୍ଯ୍ୟର ମାତା ଅଟେ। ସେହିପରି ଭାବରେ କୃଷ୍ଣ ମଧ୍ୟ ପ୍ରକଟ ହୁଅନ୍ତି, ଏହାର ଅର୍ଥ ନୁହେଁ। ସେ ଜନ୍ମଗ୍ରହଣ କରିଛନ୍ତି। ଏହା ଚତୁର୍ଥ ଅଧ୍ୟାୟରେ ଦର୍ଶାଯାଇଛି, ଭଗବଦ୍-ଗୀତା: ଜନ୍ମ କର୍ମ ଚ ମେ ଦିବ୍ୟଂ ଏବଂ ୟୋ ବେତ୍ତି ତତ୍ତ୍ୱତଃ। 'ଯିଏ ସତରେ ବୁଝିଥାନ୍ତି, ମୁଁ କିପରି ଜନ୍ମ ଗ୍ରହଣ କରେ, ମୁଁ କିପରି କାମ କରେ, ମୁଁ କିପରି ଦିବ୍ୟ...' ଏହି ତିନୋଟି ଜିନିଷ ଜାଣିବା ଦ୍ଵାରା  - କୃଷ୍ଣ କିପରି ଜନ୍ମଗ୍ରହଣ କରନ୍ତି, ଏବଂ ସେ କିପରି କାର୍ଯ୍ୟ କରନ୍ତି ଏବଂ ତାଙ୍କର ପ୍ରକୃତ ସ୍ଥିତି କ’ଣ - ଫଳାଫଳ ହେଉଛି ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ([[Vanisource: BG 4.9 (1972) | ଭ.ଗୀ.୪.୯]] ) 'ମୋର ପ୍ରିୟ ଅର୍ଜୁନ, କେବଳ ଏହି ତିନୋଟି ଜିନିଷ ଜାଣି, ଜଣେ ଏହି ଭୌତିକ ଶରୀର ଛାଡିବା ପରେ ମୋ ପାଖକୁ ଆସେ' । ପୁନର୍ଜନ୍ମ ନୈତି: 'ସେ ଆଉ କେବେ ଫେରି ଆସନ୍ତି ନାହିଁ''। ତେଣୁ ଏହାର ଅର୍ଥ ହେଉଛି, ଅନ୍ୟ ଅର୍ଥରେ, ଯଦି ତୁମେ କୃଷ୍ଣଙ୍କ  ଜନ୍ମକୁ ବୁଝି ପାରିବ, ତା’ହେଲେ ତୁମେ ପୁଣି ଜନ୍ମ ହେବା ବନ୍ଦ କରିପାରିବ  । ତୁମେ ଏହି ଜନ୍ମ ଏବଂ ମୃତ୍ୟୁରୁ ମୁକ୍ତ ହେବ । ତେଣୁ କୃଷ୍ଣ କିପରି ଜନ୍ମ ଗ୍ରହଣ କରନ୍ତି ତାହା ବୁଝିବାକୁ ଚେଷ୍ଟା କର। "|Vanisource:680623 - Lecture SB 07.06.06-9 - Montreal|680623 - ପ୍ରବଚନ SB 07.06.06-9 - ମନ୍ତ୍ରେଆଲ}}

Latest revision as of 00:21, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ ଭାବୁଛ କି ପୂର୍ବ ପାର୍ଶ୍ୱ ସୂର୍ଯ୍ୟର ମାତା? କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଜନ୍ମ ହୋଇଥିଲେ, ତୁମେ ଏହାକୁ ଗ୍ରହଣ କରିପାରିବ ଯେ ପୂର୍ବ ପାର୍ଶ୍ୱ ସୂର୍ଯ୍ୟର ମାତା ଅଟେ। ସେହିପରି ଭାବରେ କୃଷ୍ଣ ମଧ୍ୟ ପ୍ରକଟ ହୁଅନ୍ତି, ଏହାର ଅର୍ଥ ନୁହେଁ। ସେ ଜନ୍ମଗ୍ରହଣ କରିଛନ୍ତି। ଏହା ଚତୁର୍ଥ ଅଧ୍ୟାୟରେ ଦର୍ଶାଯାଇଛି, ଭଗବଦ୍-ଗୀତା: ଜନ୍ମ କର୍ମ ଚ ମେ ଦିବ୍ୟଂ ଏବଂ ୟୋ ବେତ୍ତି ତତ୍ତ୍ୱତଃ। 'ଯିଏ ସତରେ ବୁଝିଥାନ୍ତି, ମୁଁ କିପରି ଜନ୍ମ ଗ୍ରହଣ କରେ, ମୁଁ କିପରି କାମ କରେ, ମୁଁ କିପରି ଦିବ୍ୟ...' ଏହି ତିନୋଟି ଜିନିଷ ଜାଣିବା ଦ୍ଵାରା - କୃଷ୍ଣ କିପରି ଜନ୍ମଗ୍ରହଣ କରନ୍ତି, ଏବଂ ସେ କିପରି କାର୍ଯ୍ୟ କରନ୍ତି ଏବଂ ତାଙ୍କର ପ୍ରକୃତ ସ୍ଥିତି କ’ଣ - ଫଳାଫଳ ହେଉଛି ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ( ଭ.ଗୀ.୪.୯ ) 'ମୋର ପ୍ରିୟ ଅର୍ଜୁନ, କେବଳ ଏହି ତିନୋଟି ଜିନିଷ ଜାଣି, ଜଣେ ଏହି ଭୌତିକ ଶରୀର ଛାଡିବା ପରେ ମୋ ପାଖକୁ ଆସେ' । ପୁନର୍ଜନ୍ମ ନୈତି: 'ସେ ଆଉ କେବେ ଫେରି ଆସନ୍ତି ନାହିଁ। ତେଣୁ ଏହାର ଅର୍ଥ ହେଉଛି, ଅନ୍ୟ ଅର୍ଥରେ, ଯଦି ତୁମେ କୃଷ୍ଣଙ୍କ ଜନ୍ମକୁ ବୁଝି ପାରିବ, ତା’ହେଲେ ତୁମେ ପୁଣି ଜନ୍ମ ହେବା ବନ୍ଦ କରିପାରିବ । ତୁମେ ଏହି ଜନ୍ମ ଏବଂ ମୃତ୍ୟୁରୁ ମୁକ୍ତ ହେବ । ତେଣୁ କୃଷ୍ଣ କିପରି ଜନ୍ମ ଗ୍ରହଣ କରନ୍ତି ତାହା ବୁଝିବାକୁ ଚେଷ୍ଟା କର। "
680623 - ପ୍ରବଚନ SB 07.06.06-9 - ମନ୍ତ୍ରେଆଲ