OR/680702 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680701 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680701|OR/680702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680702b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680702SB-MONTREAL_ND_01.mp3</mp3player>|"ତେଣୁ ଭଗବଦ୍-ଗୀତା ବୁଝିବା ପରେ, ଯଦି ଜଣେ ବିଶ୍ୱାସୀ ହୁଏ ଯେ "ମୁଁ ମୋର ଜୀବନକୁ କୃଷ୍ଣଙ୍କ ସେବା ପାଇଁ ଉତ୍ସର୍ଗ କରିବି", ତେବେ ସେ ଶ୍ରୀମଦ୍-ଭାଗବତମ୍ ଅଧ୍ୟୟନରେ ପ୍ରବେଶ କରିବାକୁ ଯୋଗ୍ୟ ଅଟନ୍ତି। ଏହାର ଅର୍ଥ ହେଉଛି ଶ୍ରୀମଦ୍-ଭାଗବତମ୍ ସେହିଠାରୁ ଆରମ୍ଭ ହୁଏ ଯେଉଁଠାରେ ଭଗବଦ୍-ଗୀତା ଶେଷ ହୁଏ। ଭଗବଦ୍-ଗୀତା ଶେଷ ହୁଏ:  ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972) | BG 18.66]]) । ସମସ୍ତ କାର୍ଯ୍ୟ ତ୍ୟାଗ କରି ଜଣେ କୃଷ୍ଣଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଆବଶ୍ୟକ  । ସର୍ବଦା ମନେରଖ, ଅନ୍ୟ ସମସ୍ତ କାର୍ଯ୍ୟ ଅର୍ଥ ନୁହେଁ ଯେ ତୁମକୁ ଛାଡିବାକୁ ପଡିବ । ତୁମେ ... ବୁଝିବାକୁ ଚେଷ୍ଟା କର ଯେ କୃଷ୍ଣ କହିଛନ୍ତି ଯେ ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର । ତେଣୁ ଏହାର ଅର୍ଥ ନୁହେଁ ଯେ ଅର୍ଜୁନ ଯୁଦ୍ଧ ତ୍ୟାଗ କରିଛନ୍ତି। ବରଂ ସେ ଅଧିକ ଜୋରଦାର ଯୁଦ୍ଧ କରିବାକୁ ଲାଗିଲେ।"|Vanisource:680702 - Lecture SB 07.09.08 - Montreal|680702 - ପ୍ରବଚନ SB 07.09.08 - ମନ୍ତ୍ରେଆଲ}}

Latest revision as of 00:22, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବଦ୍-ଗୀତା ବୁଝିବା ପରେ, ଯଦି ଜଣେ ବିଶ୍ୱାସୀ ହୁଏ ଯେ "ମୁଁ ମୋର ଜୀବନକୁ କୃଷ୍ଣଙ୍କ ସେବା ପାଇଁ ଉତ୍ସର୍ଗ କରିବି", ତେବେ ସେ ଶ୍ରୀମଦ୍-ଭାଗବତମ୍ ଅଧ୍ୟୟନରେ ପ୍ରବେଶ କରିବାକୁ ଯୋଗ୍ୟ ଅଟନ୍ତି। ଏହାର ଅର୍ଥ ହେଉଛି ଶ୍ରୀମଦ୍-ଭାଗବତମ୍ ସେହିଠାରୁ ଆରମ୍ଭ ହୁଏ ଯେଉଁଠାରେ ଭଗବଦ୍-ଗୀତା ଶେଷ ହୁଏ। ଭଗବଦ୍-ଗୀତା ଶେଷ ହୁଏ: ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( BG 18.66) । ସମସ୍ତ କାର୍ଯ୍ୟ ତ୍ୟାଗ କରି ଜଣେ କୃଷ୍ଣଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଆବଶ୍ୟକ । ସର୍ବଦା ମନେରଖ, ଅନ୍ୟ ସମସ୍ତ କାର୍ଯ୍ୟ ଅର୍ଥ ନୁହେଁ ଯେ ତୁମକୁ ଛାଡିବାକୁ ପଡିବ । ତୁମେ ... ବୁଝିବାକୁ ଚେଷ୍ଟା କର ଯେ କୃଷ୍ଣ କହିଛନ୍ତି ଯେ ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର । ତେଣୁ ଏହାର ଅର୍ଥ ନୁହେଁ ଯେ ଅର୍ଜୁନ ଯୁଦ୍ଧ ତ୍ୟାଗ କରିଛନ୍ତି। ବରଂ ସେ ଅଧିକ ଜୋରଦାର ଯୁଦ୍ଧ କରିବାକୁ ଲାଗିଲେ।"
680702 - ପ୍ରବଚନ SB 07.09.08 - ମନ୍ତ୍ରେଆଲ