OR/680709b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680709 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680709|OR/680710 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680710}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680709SB-MONTREAL_ND_02.mp3</mp3player>|"ଜଣେ ଉଚ୍ଚଶିକ୍ଷିତ କିମ୍ବା ଅତ୍ୟଧିକ ଧନୀ କିମ୍ବା ଅତି ସୁନ୍ଦର କିମ୍ବା ଅତି ପ୍ରସିଦ୍ଧ ହେବା ଆବଶ୍ୟକ କରେ ନାହିଁ। ନା। ଯେକେହି। ଯେକେହି। କେବଳ ଭଗବାନ ଆମକୁ ଏହି ଜିଭ ଦେଇଛନ୍ତି, ଆମେ ସୁନ୍ଦର ଭାବରେ ଜପିବା । ହାରେ କୃଷ୍ଣ ଜପ କରନ୍ତୁ, କେବଳ ଫଳାଫଳ ଦେଖନ୍ତୁ। ମୁଁ ଭାବୁଛି ଗୋଟିଏ ଆମର ଛାତ୍ରମାନଙ୍କ ମଧ୍ୟରୁ, ଶ୍ରୀମାନ ହୟଗ୍ରୀବ ବ୍ରହ୍ମଚାରୀ, ସେ ଆପଣଙ୍କୁ ଏକ ସୁନ୍ଦର ଅନୁଭୂତି ଦେବେ, ଯେତେବେଳେ ସେ ପ୍ରଥମେ ଏହି ଶ୍ରେଣୀରେ ଏଠାକୁ ଆସିବା ପରେ, ଗନ୍ତବ୍ୟ ପଥରେ ଜପ କରିଥିଲେ, ସେ କିପରି ଅନୁଭବ କଲେ । ଏହିପରି  ଅନେକ ଉଦାହରଣ ଅଛି । ହଁ । ତେଣୁ ଆମର ଏକମାତ୍ର ଆବେଦନ, ତୁମକୁ, ଦୁନିଆର ସମସ୍ତ ଲୋକମାନଙ୍କୁ, ଯେ ଆମେ ଅନେକ ସମସ୍ୟାରେ ବ୍ୟାକୁଳ। ତେଣୁ ଆମେ କହୁଛୁ ଏହା ହେଉଛି ଏକମାତ୍ର ସମାଧାନ। କୌଣସି ମୂଲ୍ୟ ନାହିଁ; କୌଣସି ଟ୍ୟାକ୍ସ ନାହିଁ;  ମୁଁ କହିବାକୁ ଚାହେଁ, ପୂର୍ବ ଯୋଗ୍ୟତା ଲାଗୁ ନାହିଁ । କେବଳ ହରେ କୃଷ୍ଣ ଜପ କରନ୍ତୁ । ଏହା ଆମର ସିଦ୍ଧାନ୍ତ।"|Vanisource:680709 - Lecture SB 07.09.10 - Montreal|680709 - ପ୍ରବଚନ SB 07.09.10 - ମନ୍ତ୍ରେଆଲ}}

Latest revision as of 00:23, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ଉଚ୍ଚଶିକ୍ଷିତ କିମ୍ବା ଅତ୍ୟଧିକ ଧନୀ କିମ୍ବା ଅତି ସୁନ୍ଦର କିମ୍ବା ଅତି ପ୍ରସିଦ୍ଧ ହେବା ଆବଶ୍ୟକ କରେ ନାହିଁ। ନା। ଯେକେହି। ଯେକେହି। କେବଳ ଭଗବାନ ଆମକୁ ଏହି ଜିଭ ଦେଇଛନ୍ତି, ଆମେ ସୁନ୍ଦର ଭାବରେ ଜପିବା । ହାରେ କୃଷ୍ଣ ଜପ କରନ୍ତୁ, କେବଳ ଫଳାଫଳ ଦେଖନ୍ତୁ। ମୁଁ ଭାବୁଛି ଗୋଟିଏ ଆମର ଛାତ୍ରମାନଙ୍କ ମଧ୍ୟରୁ, ଶ୍ରୀମାନ ହୟଗ୍ରୀବ ବ୍ରହ୍ମଚାରୀ, ସେ ଆପଣଙ୍କୁ ଏକ ସୁନ୍ଦର ଅନୁଭୂତି ଦେବେ, ଯେତେବେଳେ ସେ ପ୍ରଥମେ ଏହି ଶ୍ରେଣୀରେ ଏଠାକୁ ଆସିବା ପରେ, ଗନ୍ତବ୍ୟ ପଥରେ ଜପ କରିଥିଲେ, ସେ କିପରି ଅନୁଭବ କଲେ । ଏହିପରି ଅନେକ ଉଦାହରଣ ଅଛି । ହଁ । ତେଣୁ ଆମର ଏକମାତ୍ର ଆବେଦନ, ତୁମକୁ, ଦୁନିଆର ସମସ୍ତ ଲୋକମାନଙ୍କୁ, ଯେ ଆମେ ଅନେକ ସମସ୍ୟାରେ ବ୍ୟାକୁଳ। ତେଣୁ ଆମେ କହୁଛୁ ଏହା ହେଉଛି ଏକମାତ୍ର ସମାଧାନ। କୌଣସି ମୂଲ୍ୟ ନାହିଁ; କୌଣସି ଟ୍ୟାକ୍ସ ନାହିଁ; ମୁଁ କହିବାକୁ ଚାହେଁ, ପୂର୍ବ ଯୋଗ୍ୟତା ଲାଗୁ ନାହିଁ । କେବଳ ହରେ କୃଷ୍ଣ ଜପ କରନ୍ତୁ । ଏହା ଆମର ସିଦ୍ଧାନ୍ତ।"
680709 - ପ୍ରବଚନ SB 07.09.10 - ମନ୍ତ୍ରେଆଲ