OR/680710 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:23, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ଅବସ୍ଥା ଚିନ୍ତାରେ ପରିପୂର୍ଣ୍ଣ, ତେଣୁ ଯିଏ ଚିନ୍ତାରେ ପରିପୂର୍ଣ୍ଣ, ସେ ଶୂଦ୍ର । ଏହା ହେଉଛି ... ତେଣୁ ଯଦି ଆପଣ ବର୍ତ୍ତମାନର ସମାଜକୁ ବିଶ୍ଳେଷଣ କରନ୍ତି, କିଏ ଚିନ୍ତାରେ ନାହାନ୍ତି, ଚିନ୍ତାରେ ପରିପୂର୍ଣ୍ଣ, ଓଃ, କେହି କହିବେ ନାହିଁ "ମୁଁ ଚିନ୍ତାରେ ପରିପୂର୍ଣ୍ଣ ନୁହେଁ।" । "ମୋର ବହୁତ ଚିନ୍ତା ଅଛି।" । ତେଣୁ ଏହାର ଅର୍ଥ ହେଉଛି ସେ ଜଣେ ଶୁଦ୍ର। କଲୌ ଶୁଦ୍ର-ସମ୍ଭଵଃ (ସ୍କନ୍ଦ ପୁରାଣ): "ଏହି ଯୁଗରେ ସମସ୍ତେ ଶୁଦ୍ର ଅଟନ୍ତି।" "
680710 - ପ୍ରବଚନ SB 07.09.10 - ମନ୍ତ୍ରେଆଲ