OR/680712 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680710b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680710b|OR/680716 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680716}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680712SB-MONTREAL_ND_01.mp3</mp3player>|"ଯେକେହି ଭଗବାନଙ୍କ ତରଫରୁ ଏହି ବଦ୍ଧ ଆତ୍ମାକୁ ପରମପୁରୁଷ ଘରକୁ ଫେରାଇ ଆଣିବା ପାଇଁ ଏହି ପ୍ରୟାସ କରନ୍ତି, ସେ ଅତ୍ୟନ୍ତ ଅନ୍ତରଙ୍ଗ ଭକ୍ତ, ପ୍ରଭୁଙ୍କର ପ୍ରିୟ ଭକ୍ତ ଭାବରେ ପରିଗଣିତ ହୁଅନ୍ତି। ଏହା ଭଗବଦ୍-ଗୀତାରେ କୁହାଯାଇଛି, ନ ଚ ତସ୍ମାଦ ମନୁଷ୍ୟେଷୁ କଶ୍ଚିଦ ମେ  ପ୍ରିୟକୃତ୍ତମଃ ([[Vanisource: BG 18.69 (1972) | ଭ.ଗୀ. ୧୮.୬୯]]) ଯଦି ଆପଣ କୃଷ୍ଣ କିମ୍ବା ଭଗବାନଙ୍କ ପାଇଁ ଅତି ପ୍ରିୟ ହେବାକୁ ଚାହାଁନ୍ତି, ତେବେ ଏହି ମିଶନାରୀ କାର୍ଯ୍ୟକଳାପ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ତାହା କ’ଣ? କୃଷ୍ଣ ଚେତନା ବିସ୍ତାର କରନ୍ତୁ । କୃଷ୍ଣ ବହୁତ ଖୁସି ହେବେ।"|Vanisource:680712 - Lecture SB 07.09.10 - Montreal|680712 - ପ୍ରବଚନ SB 07.09.10 - ମନ୍ତ୍ରେଆଲ}}

Latest revision as of 00:23, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକେହି ଭଗବାନଙ୍କ ତରଫରୁ ଏହି ବଦ୍ଧ ଆତ୍ମାକୁ ପରମପୁରୁଷ ଘରକୁ ଫେରାଇ ଆଣିବା ପାଇଁ ଏହି ପ୍ରୟାସ କରନ୍ତି, ସେ ଅତ୍ୟନ୍ତ ଅନ୍ତରଙ୍ଗ ଭକ୍ତ, ପ୍ରଭୁଙ୍କର ପ୍ରିୟ ଭକ୍ତ ଭାବରେ ପରିଗଣିତ ହୁଅନ୍ତି। ଏହା ଭଗବଦ୍-ଗୀତାରେ କୁହାଯାଇଛି, ନ ଚ ତସ୍ମାଦ ମନୁଷ୍ୟେଷୁ କଶ୍ଚିଦ ମେ ପ୍ରିୟକୃତ୍ତମଃ ( ଭ.ଗୀ. ୧୮.୬୯) ଯଦି ଆପଣ କୃଷ୍ଣ କିମ୍ବା ଭଗବାନଙ୍କ ପାଇଁ ଅତି ପ୍ରିୟ ହେବାକୁ ଚାହାଁନ୍ତି, ତେବେ ଏହି ମିଶନାରୀ କାର୍ଯ୍ୟକଳାପ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ତାହା କ’ଣ? କୃଷ୍ଣ ଚେତନା ବିସ୍ତାର କରନ୍ତୁ । କୃଷ୍ଣ ବହୁତ ଖୁସି ହେବେ।"
680712 - ପ୍ରବଚନ SB 07.09.10 - ମନ୍ତ୍ରେଆଲ