OR/680718 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680716 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680716|OR/680720 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680720}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680718LE-MONTREAL_ND_01.mp3</mp3player>|"ଆକାଶରେ ଶହେ ମାଇଲ ପର୍ଯ୍ୟନ୍ତ ମେଘାଚ୍ଛନ୍ନ ହୋଇପାରେ, କିନ୍ତୁ ଶହେ ମାଇଲରେ ମଧ୍ୟ, ସୂର୍ଯ୍ୟକୁ ଆଚ୍ଛାଦନ କରିବା ସମ୍ଭବ କି, ଶହେ ମାଇଲ ମେଘରେ? ସୂର୍ଯ୍ୟ ନିଜେ ଏହି ପୃଥିବୀଠାରୁ ଶହ ଶହ ହଜାର ଗୁଣ ଅଧିକ। ତେଣୁ ମାୟା ପରମ ବ୍ରହ୍ମଙ୍କୁ  ଆଚ୍ଛାଦନ କରିପାରିବ ନାହିଁ  । ମାୟା ଛୋଟ ବ୍ରହ୍ମ କଣିକାକୁ ଆଚ୍ଛାଦନ କରିପାରିବ । ତେଣୁ ଆମେ ହୁଏତ ମାୟା, କିମ୍ବା ମେଘ ଦ୍ୱାରା ଆଚ୍ଛାଦିତ ହୋଇପାରିବା, କିନ୍ତୁ ପରମବ୍ରହ୍ମ କେବେବି ମାୟା ଦ୍ୱାରା ଆଚ୍ଛାଦିତ ନୁହଁନ୍ତି । ତାହା ହେଉଛି ମାୟାବାଦୀ ଦର୍ଶନ ଏବଂ ବୈଷ୍ଣବ ଦର୍ଶନ ମଧ୍ୟରେ ମତଭେଦ । ମାୟାବାଦୀ ଦର୍ଶନ କହୁଛି ଯେ ପରଂବ୍ରହ୍ମ  ଆଚ୍ଛାଦିତ । ପରଂବ୍ରହ୍ମଙ୍କୁ ଆଚ୍ଛାଦନ କରାଯାଇପାରିବ ନାହିଁ । ତା’ପରେ ସେ କିପରି ସର୍ବୋଚ୍ଚ ହୁଅନ୍ତି? ଆବରଣ ସର୍ବୋଚ୍ଚ ହୋଇଯାଏ । ଓହ, ଅନେକ ଯୁକ୍ତି ଅଛି ଏବଂ ଅନେକ ... କିନ୍ତୁ ଆମେ ଅନୁସରଣ କରୁ ଯେ ମେଘ ସୂର୍ଯ୍ୟକିରଣର ଛୋଟ କଣିକାକୁ ଆବୃତ କରେ । କିନ୍ତୁ ସୂର୍ଯ୍ୟ ଯେପରି ରହିଛନ୍ତି । ଏବଂ ଯେତେବେଳେ ଆମେ ଜେଟ୍ ବିମାନରେ ଯିବା ସେତେବେଳେ ଆମେ ପ୍ରାୟତ ଦେଖୁ, ଆମେ ମେଘ ଉପରେ । କୌଣସି ମେଘ ଉପରେ ନାହିଁ । ସୂର୍ଯ୍ୟ ସ୍ପଷ୍ଟ । ନିମ୍ନ ସ୍ଥିତିରେ କିଛି ମେଘ ଅଛି।"|Vanisource:680718 - Lecture Excerpt - Montreal|680718 - ପ୍ରବଚନ Excerpt - ମନ୍ତ୍ରେଆଲ}}

Latest revision as of 00:24, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆକାଶରେ ଶହେ ମାଇଲ ପର୍ଯ୍ୟନ୍ତ ମେଘାଚ୍ଛନ୍ନ ହୋଇପାରେ, କିନ୍ତୁ ଶହେ ମାଇଲରେ ମଧ୍ୟ, ସୂର୍ଯ୍ୟକୁ ଆଚ୍ଛାଦନ କରିବା ସମ୍ଭବ କି, ଶହେ ମାଇଲ ମେଘରେ? ସୂର୍ଯ୍ୟ ନିଜେ ଏହି ପୃଥିବୀଠାରୁ ଶହ ଶହ ହଜାର ଗୁଣ ଅଧିକ। ତେଣୁ ମାୟା ପରମ ବ୍ରହ୍ମଙ୍କୁ ଆଚ୍ଛାଦନ କରିପାରିବ ନାହିଁ । ମାୟା ଛୋଟ ବ୍ରହ୍ମ କଣିକାକୁ ଆଚ୍ଛାଦନ କରିପାରିବ । ତେଣୁ ଆମେ ହୁଏତ ମାୟା, କିମ୍ବା ମେଘ ଦ୍ୱାରା ଆଚ୍ଛାଦିତ ହୋଇପାରିବା, କିନ୍ତୁ ପରମବ୍ରହ୍ମ କେବେବି ମାୟା ଦ୍ୱାରା ଆଚ୍ଛାଦିତ ନୁହଁନ୍ତି । ତାହା ହେଉଛି ମାୟାବାଦୀ ଦର୍ଶନ ଏବଂ ବୈଷ୍ଣବ ଦର୍ଶନ ମଧ୍ୟରେ ମତଭେଦ । ମାୟାବାଦୀ ଦର୍ଶନ କହୁଛି ଯେ ପରଂବ୍ରହ୍ମ ଆଚ୍ଛାଦିତ । ପରଂବ୍ରହ୍ମଙ୍କୁ ଆଚ୍ଛାଦନ କରାଯାଇପାରିବ ନାହିଁ । ତା’ପରେ ସେ କିପରି ସର୍ବୋଚ୍ଚ ହୁଅନ୍ତି? ଆବରଣ ସର୍ବୋଚ୍ଚ ହୋଇଯାଏ । ଓହ, ଅନେକ ଯୁକ୍ତି ଅଛି ଏବଂ ଅନେକ ... କିନ୍ତୁ ଆମେ ଅନୁସରଣ କରୁ ଯେ ମେଘ ସୂର୍ଯ୍ୟକିରଣର ଛୋଟ କଣିକାକୁ ଆବୃତ କରେ । କିନ୍ତୁ ସୂର୍ଯ୍ୟ ଯେପରି ରହିଛନ୍ତି । ଏବଂ ଯେତେବେଳେ ଆମେ ଜେଟ୍ ବିମାନରେ ଯିବା ସେତେବେଳେ ଆମେ ପ୍ରାୟତ ଦେଖୁ, ଆମେ ମେଘ ଉପରେ । କୌଣସି ମେଘ ଉପରେ ନାହିଁ । ସୂର୍ଯ୍ୟ ସ୍ପଷ୍ଟ । ନିମ୍ନ ସ୍ଥିତିରେ କିଛି ମେଘ ଅଛି।"
680718 - ପ୍ରବଚନ Excerpt - ମନ୍ତ୍ରେଆଲ