OR/680727 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:24, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପରମପୁରୁଷ ଭଗବାନ ମୁଖ୍ୟତ ବିଭାଜିତ ନୁହଁନ୍ତି, କିନ୍ତୁ ସେ ଛଅଟି ପ୍ରାଥମିକ ବୈଶିଷ୍ଟ୍ୟ ଅନୁଯାୟୀ ବୁଝା ଯାନ୍ତି। ପ୍ରାଥମିକ, ପ୍ରଥମ ବୈଶିଷ୍ଟ୍ୟ ହେଉଛି ଗୁରୁ, କାରଣ ଗୁରୁ ଦୀକ୍ଷା ଦିଅନ୍ତି ପରମପୁରୁଷ ଭଗବାନ ବୁଝିବା ନମିତ । ସେହି ବୈଶିଷ୍ଟ୍ୟ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା ପ୍ରତିନିଧିତ୍ଵ ହୋଇଛି । ସେ ହେଉଛନ୍ତି ମୂଳ ଗୁରୁ ବୈଶିଷ୍ଟ୍ୟ, ଏବଂ ସେ ପ୍ରକାଶିତ ..., କୃଷ୍ଣଙ୍କର ପ୍ରଥମ ବିସ୍ତାର।"
680727 - ପ୍ରବଚନ ଉଦ୍ଧୃତ - ମନ୍ତ୍ରେଆଲ