OR/680802 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:25, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସମସ୍ତେ, ପ୍ରତ୍ୟେକ ଧର୍ମ, ଗ୍ରହଣ କରନ୍ତି ଯେ "ଭଗବାନ ମହାନ," ସମୁଦାୟ ସଂଜ୍ଞା । ଏହା ଏକ ସତ୍ୟ। ଭଗବାନ ମହାନ ଅଟନ୍ତି। ଏବଂ ଆମେ ସୁକ୍ଷ୍ମ, ଛୋଟ। ଭଗବଦ୍-ଗୀତାରେ ଏହା ଦର୍ଶାଯାଇଛି, ମମୈବାଂଶୋ ଜୀବଭୂତଃ ( ଭ.ଗୀ. ୧୫.୭) । ଭଗବାନ କୃଷ୍ଣ କୁହନ୍ତି, "ଏହି ସମସ୍ତ ଜୀବ, ସେମାନେ ମୋର ଅଂଶବିଶେଷ । ଅଂଶବିଶେଷର ଅର୍ଥ ... ଆମେ ଅତି ସହଜରେ ବୁଝିପାରିବା । ଯେପରି ଏହି ଆଙ୍ଗୁଠି ମୋ ଶରୀରର ଅଂଶଅଟେ । ସମସ୍ତେ ଏହାକୁ ବୁଝିପାରିବେ । ତେଣୁ ଆମେ ଭଗବାନଙ୍କ ଅଂଶବିଶେଷ ।"
680802 - ପ୍ରବଚନ SB 01.02.05 - ମନ୍ତ୍ରେଆଲ