OR/680802b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:25, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନଙ୍କ ଅନ୍ୟ ନାମ ହେଉଛି ଆଦୋକ୍ଷ୍ୟଜା, ଏହାର ଅର୍ଥ ଆମର ଧାରଣା ବାହାରେ। ଆପଣ ସିଧାସଳଖ ଦେଖି କିମ୍ବା ସିଧାସଳଖ ଶୁଙ୍ଘି କରି କିମ୍ବା ସିଧାସଳଖ ଶୁଣି କିମ୍ବା ସିଧାସଳଖ ସ୍ୱାଦ କିମ୍ବା ସ୍ପର୍ଶ କରି ଭଗବାନଙ୍କୁ ବୁଝିପାରିବେ ନାହିଁ । ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ, ଯଦି ଆପଣ ଆଧ୍ୟାତ୍ମିକ ଭାବରେ ଉନ୍ନତ ନୁହଁନ୍ତି, ଯେପର୍ଯ୍ୟନ୍ତ ଆମର ଦେଖିବାର ଶକ୍ତି ସଂଶୋଧିତ ନହୁଏ, ଆମର ଶ୍ରବଣ ଶକ୍ତି ସଂଶୋଧିତ ନହୁଏ । ଏହିପରି ଭାବରେ, ଯେତେବେଳେ ଆମର ଇନ୍ଦ୍ରିୟଗୁଡିକ ଶୁଦ୍ଧ ହୁଏ, ସେତେବେଳେ ଆମେ ଭଗବାନଙ୍କ ବିଷୟରେ ଶୁଣିପାରିବା, ଆମେ ଭଗବାନଙ୍କୁ ଦେଖିପାରିବା, ଆମେ ଭଗବାନଙ୍କୁ ଶୁଙ୍ଘି ପାରିବା, ଆମେ ଭଗବାନଙ୍କୁ ସ୍ପର୍ଶ କରିପାରିବା । ଏହା ସମ୍ଭବ । ସେହି ବିଜ୍ଞାନରେ ପ୍ରଶିକ୍ଷଣ, ଭଗବାନଙ୍କୁ କିପରି ଦେଖିବା, ଭଗବାନଙ୍କୁ କିପରି ଶୁଣିବା, ତୁମର ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କୁ କିପରି ସ୍ପର୍ଶ କରିବା ସମ୍ଭବ। ସେହି ବିଜ୍ଞାନକୁ ଭକ୍ତି ସେବା ବା କୃଷ୍ଣ ଚେତନା କୁହାଯାଏ।"
680802 - ପ୍ରବଚନ SB 01.02.05 - ମନ୍ତ୍ରେଆଲ