OR/680803 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:25, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି କିପରି ତୃପ୍ତି, ପୂର୍ଣ୍ଣ, ସମ୍ପୂର୍ଣ୍ଣ ତୃପ୍ତି ପ୍ରାପ୍ତ ହେବ । ଏବଂ ସେହି ସନ୍ତୁଷ୍ଟି, ସମ୍ପୂର୍ଣ୍ଣ ତୃପ୍ତି କେବଳ ଭକ୍ତି ସେବାର କାର୍ଯ୍ୟକାରିତା ଦ୍ୱାରା ହୋଇପାରିବ। ଅନ୍ୟ କୌଣସି ପଦ୍ଧତି ନାହିଁ। ଯଦି ଆପଣ ଖୁସି ହେବାକୁ ଚାହାଁନ୍ତି, ସମସ୍ତ ପ୍ରକାର ଚିନ୍ତା ଓ ଭାଳେଣିରୁ ମୁକ୍ତ ହେବାକୁ ଚାହାନ୍ତି, ତା’ହେଲେ ତୁମେ ନିଜକୁ ଭଗବାନଙ୍କ ଭକ୍ତି ସେବାରେ ନିୟୋଜିତ କରିବାକୁ ପଡିବ। ଏହା ତୁମକୁ ସମସ୍ତ ଭୌତିକ ଚିନ୍ତା ଏବଂ ସମସ୍ତ ଭୌତିକ ଦୁଃଖରୁ ମୁକ୍ତ କରିବ।”
680803 - ପ୍ରବଚନ SB 01.02.06 - ମନ୍ତ୍ରେଆଲ