OR/680803b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:25, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କୌଣସି ପ୍ରଭେଦ କରୁନାହୁଁ ଯେ ଜଣେ ପୁରୁଷ ମହିଳାଙ୍କ ଅପେକ୍ଷା କୃଷ୍ଣ ଚେତନା ଭଲ ହୋଇପାରିବେ । ନା। ଜଣେ ମହିଳା ଭଲ କୃଷ୍ଣ ଚେତନା ହୋଇପାରନ୍ତି, କାରଣ ସେମାନେ ଅତି ସରଳ। ସେମାନେ କୌଣସି ଧାର୍ମିକ ବ୍ୟବସ୍ଥା ଗ୍ରହଣ କରିପାରିବେ। ସାଧାରଣତଃ ମହିଳାମାନେ ଏହାକୁ ଗ୍ରହଣ କରନ୍ତି, କାରଣ ସେମାନେ ଅତି ସରଳ। ସେମାନଙ୍କର କୌଣସି ବଙ୍କା ମନ ନାହିଁ। ବେଳେବେଳେ ସେମାନେ ଶୋଷିତ ହୁଅନ୍ତି, ତେଣୁ ଆଧ୍ୟାତ୍ମିକ ପ୍ଲାଟଫର୍ମରେ ସେପରି କୌଣସି ପାର୍ଥକ୍ୟ ନାହିଁ ।"
680803 - ପ୍ରବଚନ SB 01.02.06 - ମନ୍ତ୍ରେଆଲ