OR/680811 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:25, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣଙ୍କର ସେବା କରି କେହି କିଛି ହରାଇବେ ନାହିଁ। ଏହା ମୋର ବ୍ୟବହାରିକ ପୂର୍ବ..., ମୋର କହିବା ଅର୍ଥ, ବ୍ୟବହାରିକ ଅଭିଜ୍ଞତା। କେହି ନୁହେଁ। ତେଣୁ ମୁଁ ମୋର ବ୍ୟକ୍ତିଗତ ଅଭିଜ୍ଞତାର ଏହି ଉଦାହରଣକୁ ଦର୍ଶାଉଛି କାରଣ... ତାହା ବୁଝିବାକୁ ଚେଷ୍ଟା କର, ମୋ ଘର ଛାଡିବା ପୂର୍ବରୁ ମୁଁ ଭାବୁଥିଲି "ମୁଁ ବହୁତ ଅସୁବିଧାରେ ପଡିପାରେ।" ବିଶେଷ କରି ଯେତେବେଳେ ମୁଁ ୧୯୬୫ ମସିହାରେ ନିଜ ଦେଶ ଛାଡି ଆପଣଙ୍କ ଦେଶ ଆସିଲି, ଏକୁଟିଆ, ସେତେବେଳେ ସରକାର ମୋତେ କୌଣସି ଟଙ୍କା ନେବାକୁ ଦେଲେ ନାହିଁ। ମୋର କେବଳ କିଛି ପୁସ୍ତକ ଏବଂ ଚାଳିଶ ଟଙ୍କା ଥିଲା, ଭାରତୀୟ ଚାଳିଶ ଟଙ୍କା। ତେଣୁ ମୁଁ ଏଭଳି ପରିସ୍ଥିତିରେ ନ୍ୟୁୟର୍କରେ ଆସିଥିଲି, କିନ୍ତୁ ମୋର ଆଧ୍ୟାତ୍ମିକ ଗୁରୁ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହରାଜାଙ୍କ କୃପା ଏବଂ କୃଷ୍ଣଙ୍କ କୃପାରୁ, ସବୁକିଛି ଘଟେ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁଙ୍କ ମିଳିତ ଦୟା ଦ୍ୱାରା।"
680811 - ପ୍ରବଚନ Initiation Brahmana - ମନ୍ତ୍ରେଆଲ