OR/680816 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680815b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680815b|OR/680817 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680817}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680816JM-MONTREAL_ND_01.mp3</mp3player>|"ତେଣୁ ଏହି ଭକ୍ତି, କୃଷ୍ଣଙ୍କର ପ୍ରତି ଭକ୍ତିମୟ ସେବା ଅତ୍ୟନ୍ତ ସୁନ୍ଦର ଅଟେ। ଆଉ ସେହି ଭକ୍ତି ବର୍ଗ ଅଧୀନରେ ଏହି ଜନ୍ମାଷ୍ଟମୀ... ଅବଶ୍ୟ ଏହି ଜନ୍ମାଷ୍ଟମୀ ସମାରୋହକୁ ସମସ୍ତ ହିନ୍ଦୁମାନେ ପାଳନ କରନ୍ତି। ବୈଷ୍ଣବ ହେବା କିମ୍ବା ନହେଉ, ଏହି ସମାରୋହ ଭାରତରେ ପାଳନ କରାଯାଏ। , ପ୍ରତ୍ୟେକ ଘରେ । ଠିକ୍ ଯେପରି ତୁମର ପାଶ୍ଚାତ୍ୟ ଦେଶମାନଙ୍କରେ ଖ୍ରୀଷ୍ଟମାସ ପ୍ରତ୍ୟେକ ଘରେ ପାଳନ କରାଯାଏ, ସେହିପରି ଜନ୍ମାଷ୍ଟମୀ ପ୍ରତ୍ୟେକ ଘରେ ପାଳନ କରାଯାଏ । ଆଜି ଏକ ମହାନ ସମାରୋହ ଦିବସ । ତେଣୁ ଆମର କାର୍ଯ୍ୟକ୍ରମ ହେଉଛି, ବାରଟା ରାତିରେ ପ୍ରଭୁ ଜନ୍ମ ନେବେ । ଆମ୍ଭେମାନେ ତାହାଙ୍କୁ ଗ୍ରହଣ କରିବା ।"|Vanisource:680816 - Lecture Festival Appearance Day, Sri Krsna, Janmastami - Montreal|680816 - ପ୍ରବଚନ ଉତ୍ସବ ଦିବସ, ଶ୍ରୀ କୃଷ୍ଣ, ଜନମାଷ୍ଟମୀ - ମନ୍ତ୍ରେଆଲ}}

Latest revision as of 00:10, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଭକ୍ତି, କୃଷ୍ଣଙ୍କର ପ୍ରତି ଭକ୍ତିମୟ ସେବା ଅତ୍ୟନ୍ତ ସୁନ୍ଦର ଅଟେ। ଆଉ ସେହି ଭକ୍ତି ବର୍ଗ ଅଧୀନରେ ଏହି ଜନ୍ମାଷ୍ଟମୀ... ଅବଶ୍ୟ ଏହି ଜନ୍ମାଷ୍ଟମୀ ସମାରୋହକୁ ସମସ୍ତ ହିନ୍ଦୁମାନେ ପାଳନ କରନ୍ତି। ବୈଷ୍ଣବ ହେବା କିମ୍ବା ନହେଉ, ଏହି ସମାରୋହ ଭାରତରେ ପାଳନ କରାଯାଏ। , ପ୍ରତ୍ୟେକ ଘରେ । ଠିକ୍ ଯେପରି ତୁମର ପାଶ୍ଚାତ୍ୟ ଦେଶମାନଙ୍କରେ ଖ୍ରୀଷ୍ଟମାସ ପ୍ରତ୍ୟେକ ଘରେ ପାଳନ କରାଯାଏ, ସେହିପରି ଜନ୍ମାଷ୍ଟମୀ ପ୍ରତ୍ୟେକ ଘରେ ପାଳନ କରାଯାଏ । ଆଜି ଏକ ମହାନ ସମାରୋହ ଦିବସ । ତେଣୁ ଆମର କାର୍ଯ୍ୟକ୍ରମ ହେଉଛି, ବାରଟା ରାତିରେ ପ୍ରଭୁ ଜନ୍ମ ନେବେ । ଆମ୍ଭେମାନେ ତାହାଙ୍କୁ ଗ୍ରହଣ କରିବା ।"
680816 - ପ୍ରବଚନ ଉତ୍ସବ ଦିବସ, ଶ୍ରୀ କୃଷ୍ଣ, ଜନମାଷ୍ଟମୀ - ମନ୍ତ୍ରେଆଲ