OR/680818 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:11, 29 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି କେହି ସଭା ଏବଂ ଅଧ୍ୟାପନା ପାଇଁ ଡାକନ୍ତି, ତେବେ ଆମକୁ ଚାର୍ଜ କରିବାକୁ ପଡିବ। ହଁ। ଏବଂ ଯଦି ସେମାନେ ମାଗଣା ଶୁଣିବାକୁ ଚାହାଁନ୍ତି, ସେମାନେ ହୁଏତ ଆମ ମନ୍ଦିରକୁ ଆସିପାରନ୍ତି। ଶସ୍ତା ହୁଅ ନାହିଁ। ଆପଣ ଦେଖୁଛନ୍ତି କି? ମୋର ଗୁରୁ ମହାରାଜ କହୁଥିଲେ ଯେ ଫୋଟାର କଥାର ସେଇ ଉସାନେ। ନା (?): "ଯଦି କେହି ଶସ୍ତା ହୋଇଯାଏ, ତେବେ କେହି ତାଙ୍କ କଥା ଶୁଣନ୍ତି ନାହିଁ।" । ବିଶେଷ କରି ଏହି ଦେଶରେ । ଯଦି ତୁମେ ମୁକ୍ତ ବକ୍ତା ହୁଅ, ତେବେ ତାଙ୍କୁ ନିଆ ଯାଏ ନାହିଁ ..., ବହୁତ ଗମ୍ଭୀରତା ସହ । ତେଣୁ ଆମେ ଚାର୍ଜ କରିବା ଜରୁରୀ । ବୋଷ୍ଟନରେ, ସତସ୍ୱରୂପ ସମସ୍ତ ବକ୍ତୃତା ବ୍ୟବସ୍ଥା କରିଥିଲେ, ସେମାନେ ଶହେ ଡଲାର୍, ଅତି କମରେ ପଚାଶ ଡଲାର୍ ପ୍ରଦାନ କରିଥିଲେ।"
680818 - ବାର୍ତ୍ତାଳାପ - ମନ୍ତ୍ରେଆଲ