OR/680818c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680818b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680818b|OR/680819 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680819}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680818SB-MONTREAL_ND_02.mp3</mp3player>|"ତେଣୁ ଏଥିରେ କିଛି ଫରକ ପଡ଼େ ନାହିଁ, ତୁମେ ହିନ୍ଦୁ କିମ୍ବା ମୁସଲମାନ କିମ୍ବା ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କେହି। ଏଥିରେ କିଛି ଫରକ ପଡ଼େ ନାହିଁ। କିନ୍ତୁ ତୁମେ ନିଶ୍ଚୟ ଜାଣ ଯେ ଏହି ବ୍ରହ୍ମାଣ୍ଡର ଜଣେ ସର୍ବୋଚ୍ଚ ନିୟନ୍ତ୍ରକ ଅଛନ୍ତି। ତୁମେ ଏହାକୁ କିପରି ଅସ୍ୱୀକାର କରିପାରିବ? ତେଣୁ ଏହି ଶବ୍ଦଟି ଅତି ସୁନ୍ଦର ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ବ୍ୟବହୃତ ହୋଇଛି: ଜଗଦୀଶ । ଜୟ ଜଗଦୀଶ ହରେ । ଏହା ସର୍ବଯାନିନ ଅଟେ। ବର୍ତ୍ତମାନ ଯଦି ଆପଣ ଭାବୁଛନ୍ତି ଯେ "ମୋ ପିତା ଜଗଦୀଶ", ତାହା ହେଉଛି ଆପଣଙ୍କର ବିଶ୍ୱାସ, କିନ୍ତୁ ଜଗଦୀଶ ହେଉଛି ... ଅର୍ଥାତ୍ ସର୍ବୋଚ୍ଚ - ସେଠାରେ ନିୟନ୍ତ୍ରକ ନାହିଁ। ସମସ୍ତେ ନିୟନ୍ତ୍ରିତ ଅଟନ୍ତି । ତୁମେ ଯେଉଁଠି ଦେଖ କେହି ଜଣେ ନିୟନ୍ତ୍ରିତ ହେଲେ ସେ ସର୍ବୋଚ୍ଚ ହୋଇପାରିବେ ନାହିଁ ।"|Vanisource:680818 - Lecture SB 07.09.12 - Montreal|680818 - ପ୍ରବଚନ SB 07.09.12 - ମନ୍ତ୍ରେଆଲ}}

Latest revision as of 00:11, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଥିରେ କିଛି ଫରକ ପଡ଼େ ନାହିଁ, ତୁମେ ହିନ୍ଦୁ କିମ୍ବା ମୁସଲମାନ କିମ୍ବା ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କେହି। ଏଥିରେ କିଛି ଫରକ ପଡ଼େ ନାହିଁ। କିନ୍ତୁ ତୁମେ ନିଶ୍ଚୟ ଜାଣ ଯେ ଏହି ବ୍ରହ୍ମାଣ୍ଡର ଜଣେ ସର୍ବୋଚ୍ଚ ନିୟନ୍ତ୍ରକ ଅଛନ୍ତି। ତୁମେ ଏହାକୁ କିପରି ଅସ୍ୱୀକାର କରିପାରିବ? ତେଣୁ ଏହି ଶବ୍ଦଟି ଅତି ସୁନ୍ଦର ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ବ୍ୟବହୃତ ହୋଇଛି: ଜଗଦୀଶ । ଜୟ ଜଗଦୀଶ ହରେ । ଏହା ସର୍ବଯାନିନ ଅଟେ। ବର୍ତ୍ତମାନ ଯଦି ଆପଣ ଭାବୁଛନ୍ତି ଯେ "ମୋ ପିତା ଜଗଦୀଶ", ତାହା ହେଉଛି ଆପଣଙ୍କର ବିଶ୍ୱାସ, କିନ୍ତୁ ଜଗଦୀଶ ହେଉଛି ... ଅର୍ଥାତ୍ ସର୍ବୋଚ୍ଚ - ସେଠାରେ ନିୟନ୍ତ୍ରକ ନାହିଁ। ସମସ୍ତେ ନିୟନ୍ତ୍ରିତ ଅଟନ୍ତି । ତୁମେ ଯେଉଁଠି ଦେଖ କେହି ଜଣେ ନିୟନ୍ତ୍ରିତ ହେଲେ ସେ ସର୍ବୋଚ୍ଚ ହୋଇପାରିବେ ନାହିଁ ।"
680818 - ପ୍ରବଚନ SB 07.09.12 - ମନ୍ତ୍ରେଆଲ