OR/680819 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680818c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680818c|OR/680820 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680820}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680819SB-MONTREAL_ND_01.mp3</mp3player>|"ଯେକେହି ପ୍ରଭୁଙ୍କ ନିକଟରେ ଅମଳିନ ଭକ୍ତି ସେବାରେ ନିୟୋଜିତ, ବିନା ନଗ୍ରହରେ - ଅଵ୍ୟଭିଚାରିଣି, ବ୍ୟଭିଚାର ନୁହେଁ, କେବଳ ଭଗବାନଙ୍କ ଶୁଦ୍ଧ ପ୍ରେମ, ଅନୁକୂଲ୍ୟେଣ କୃଷ୍ଣନୁଶିଲଣମ ([[Vanisource: CC Madhya 19.167 | ଚ.ଚ. ମଧ୍ୟ ୧୯.୧୬୭]]), ଅନୁଗ୍ରହରେ - କିପରି ଭଗବାନ ଖୁସି ହେବେ । ଏହି ଅନୁଭବ ସହିତ, ଯଦି ଜଣେ ଭକ୍ତି ସେବାରେ ନିୟୋଜିତ, ମାଂ ଚ ୟୋଽବ୍ୟଭିଚାରେଣ ଭକ୍ତିୟୋଗେନ ସେବତେ... ଯଦି କେହି ଏହି ଉପାୟରେ ନିୟୋଜିତ ହୁଅନ୍ତି, ତା’ହେଲେ ତାଙ୍କର ସ୍ଥିତି କ’ଣ? ସ ଗୁଣାନ୍ସମତୀତ୍ୟୈତାନ୍ ([[Vanisource: BG 14.26 (1972) | ଭ.ଗୀ. ୧୪.୨୬]])। ଭୌତିକ ପ୍ରକୃତିର ତିନୋଟି ଗୁଣ ଅଛି, ଯଥା ସତ୍ୱ, ରଜ ଏବଂ ତମ, ସେ ସଙ୍ଗେ ସଙ୍ଗେ ଅତିକ୍ରମ କରନ୍ତି । ସ ଗୁଣାନ୍ସମତୀତ୍ୟୈତାନ୍ ହ୍ମଭୂୟାୟ କଲ୍ପତେ। ତୁରନ୍ତ ସେ ଆଧ୍ୟାତ୍ମିକ ଭାବରେ ପରିଚିତ । ତୁରନ୍ତ । ଏହା ପ୍ରକ୍ରିୟା । ତେଣୁ ଏହି ହରେ କୃଷ୍ଣଙ୍କୁ ଜପ କରିବା ପ୍ରକ୍ରିୟା , ଯଦି ଆମେ ଏହାକୁ ଅତି ସୁନ୍ଦର ଭାବରେ କରିବା... ସୁନ୍ଦର ଭାବରେ ଏହାର ଅର୍ଥ ନୁହେଁ ଯେ ଆମକୁ ବହୁତ ସୁନ୍ଦର ସଂଗୀତକାର କିମ୍ବା ଅତି କଳାତ୍ମକ ଗାୟକ ହେବାକୁ ପଡିବ । ନା। ଅତି ସୁନ୍ଦର ଭାବରେ ଅର୍ଥ ହେଉଛି ଆନ୍ତରିକତା ଏବଂ ଧ୍ୟାନ ସହିତ । ପ୍ରକ୍ରିୟା ହେଉଛି ସର୍ବୋଚ୍ଚ ଯୋଗ ବ୍ୟବସ୍ଥା । ଏହି ଦିବ୍ୟ କମ୍ପନ ।  ଯଦି ତୁମେ କେବଳ ହରେ କୃଷ୍ଣଙ୍କ ଜପ ଉପରେ ଧ୍ୟାନ ଦିଅ ।"|Vanisource:680819 - Lecture SB 07.09.12 - Montreal|680819 - ପ୍ରବଚନ SB 07.09.12 - ମନ୍ତ୍ରେଆଲ}}

Latest revision as of 00:12, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକେହି ପ୍ରଭୁଙ୍କ ନିକଟରେ ଅମଳିନ ଭକ୍ତି ସେବାରେ ନିୟୋଜିତ, ବିନା ନଗ୍ରହରେ - ଅଵ୍ୟଭିଚାରିଣି, ବ୍ୟଭିଚାର ନୁହେଁ, କେବଳ ଭଗବାନଙ୍କ ଶୁଦ୍ଧ ପ୍ରେମ, ଅନୁକୂଲ୍ୟେଣ କୃଷ୍ଣନୁଶିଲଣମ ( ଚ.ଚ. ମଧ୍ୟ ୧୯.୧୬୭), ଅନୁଗ୍ରହରେ - କିପରି ଭଗବାନ ଖୁସି ହେବେ । ଏହି ଅନୁଭବ ସହିତ, ଯଦି ଜଣେ ଭକ୍ତି ସେବାରେ ନିୟୋଜିତ, ମାଂ ଚ ୟୋଽବ୍ୟଭିଚାରେଣ ଭକ୍ତିୟୋଗେନ ସେବତେ... ଯଦି କେହି ଏହି ଉପାୟରେ ନିୟୋଜିତ ହୁଅନ୍ତି, ତା’ହେଲେ ତାଙ୍କର ସ୍ଥିତି କ’ଣ? ସ ଗୁଣାନ୍ସମତୀତ୍ୟୈତାନ୍ ( ଭ.ଗୀ. ୧୪.୨୬)। ଭୌତିକ ପ୍ରକୃତିର ତିନୋଟି ଗୁଣ ଅଛି, ଯଥା ସତ୍ୱ, ରଜ ଏବଂ ତମ, ସେ ସଙ୍ଗେ ସଙ୍ଗେ ଅତିକ୍ରମ କରନ୍ତି । ସ ଗୁଣାନ୍ସମତୀତ୍ୟୈତାନ୍ ହ୍ମଭୂୟାୟ କଲ୍ପତେ। ତୁରନ୍ତ ସେ ଆଧ୍ୟାତ୍ମିକ ଭାବରେ ପରିଚିତ । ତୁରନ୍ତ । ଏହା ପ୍ରକ୍ରିୟା । ତେଣୁ ଏହି ହରେ କୃଷ୍ଣଙ୍କୁ ଜପ କରିବା ପ୍ରକ୍ରିୟା , ଯଦି ଆମେ ଏହାକୁ ଅତି ସୁନ୍ଦର ଭାବରେ କରିବା... ସୁନ୍ଦର ଭାବରେ ଏହାର ଅର୍ଥ ନୁହେଁ ଯେ ଆମକୁ ବହୁତ ସୁନ୍ଦର ସଂଗୀତକାର କିମ୍ବା ଅତି କଳାତ୍ମକ ଗାୟକ ହେବାକୁ ପଡିବ । ନା। ଅତି ସୁନ୍ଦର ଭାବରେ ଅର୍ଥ ହେଉଛି ଆନ୍ତରିକତା ଏବଂ ଧ୍ୟାନ ସହିତ । ପ୍ରକ୍ରିୟା ହେଉଛି ସର୍ବୋଚ୍ଚ ଯୋଗ ବ୍ୟବସ୍ଥା । ଏହି ଦିବ୍ୟ କମ୍ପନ । ଯଦି ତୁମେ କେବଳ ହରେ କୃଷ୍ଣଙ୍କ ଜପ ଉପରେ ଧ୍ୟାନ ଦିଅ ।"
680819 - ପ୍ରବଚନ SB 07.09.12 - ମନ୍ତ୍ରେଆଲ