OR/680825 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:13, 29 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ବ୍ରହ୍ମାଣ୍ଡ, ଏହି ବ୍ରହ୍ମାଣ୍ଡ କେବଳ ଗୋଟିଏ ବ୍ରହ୍ମାଣ୍ଡ, କିନ୍ତୁ ସେଠାରେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡ ଅଛି ଏବଂ ସେଗୁଡିକ ସ୍ଥୁଳ ଏବଂ ସୂକ୍ଷ୍ମ ଉପାଦାନ ଦ୍ୱାରା ଆଚ୍ଛାଦିତ ହୋଇଛି। ଏବଂ ସେହି ସ୍ଥୁଳ ଏବଂ ସୂକ୍ଷ୍ମ ଉପାଦାନଗୁଡିକ ଭେଦ କରି ଯେତେବେଳେ ଆକାଶକୁ ଆସେ, ସେଠାରେ ଅସଂଖ୍ୟ ଗ୍ରହ ଅଛନ୍ତି। ଗ୍ରହମାନେ ଦେଖାଯାଏ, ସୂର୍ଯ୍ୟ ଏବଂ ତାରାମାନେ ସେହିପରି । ତେଣୁ ଜୟ ଏବଂ ବିଜୟ ନାମକ ଦୁଇ ଆତ୍ମା ଏହି ପୃଥିବୀରେ ଆସୁଛନ୍ତି। ଏହି ଚିତ୍ରରେ ଏହା ଦର୍ଶାଯାଇଛି। ବର୍ତ୍ତମାନ, ସେମାନେ ଅସୁର ଭାବରେ ଆସିଥିଲେ କାରଣ ସେମାନଙ୍କୁ ସର୍ବୋଚ୍ଚ ଭଗବାନଙ୍କ ସହ ଲଢ଼ିବାର ଥିଲା। ଭକ୍ତମାନେ ଯୁଦ୍ଧ କରିବେ ନାହିଁ। ଭକ୍ତମାନେ ସେବକ ଅଟନ୍ତି, କିନ୍ତୁ ନାସ୍ତିକ, ଅସୁର ମାନେ, ସେମାନେ ସର୍ବଦା ପରମପୁରଷ ଭଗବାନଙ୍କ ବିରୋଧୀ ଅଟନ୍ତି।"
680825 - ବାର୍ତ୍ତାଳାପ - ମନ୍ତ୍ରେଆଲ