OR/680905 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680904 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680904|OR/680905b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680905b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680905IN-NEW_YORK_ND_01.mp3</mp3player>|"ତେଣୁ ଯେତେବେଳେ ଜଣେ ବ୍ରହ୍ମଚାରି ବିବାହ କରନ୍ତି, ତାଙ୍କୁ ଗୃହସ୍ଥ ବା ଘର ମାଲିକ କୁହାଯାଏ। କିନ୍ତୁ ଜଣେ ବ୍ରହ୍ମଚାରିଙ୍କୁ ଜୀବନର ଆରମ୍ଭରୁ ଭୌତିକ ଭୋଗ ତ୍ୟାଗର ପ୍ରଶିକ୍ଷଣ ଦିଆ ଯାଇଥାଏ, ସେ ପାରିବାରିକ ଜୀବନରେ ସାଧାରଣ ମଣିଷ ପରି ତଲ୍ଲୀନ ହୋଇପାରିବେ ନାହିଁ। ସାଧାରଣ ମଣିଷ, ସେମାନେ ପାରିବାରିକ ଜୀବନ କିମ୍ବା ଜୀବନର ଶେଷ ପର୍ଯ୍ୟନ୍ତ ମହିଳାଙ୍କ ସଙ୍ଗ ତ୍ୟାଗ କରି ପାରିବେ ନାହିଁ  । କିନ୍ତୁ ବୈଦିକ ବ୍ୟବସ୍ଥା ଅନୁଯାୟୀ, ନାରୀ ସଙ୍ଗର ଅନୁମତି  କିଛି କାଳ ପାଇଁ ଅଛି,  କେବଳ ଯୌବନ କାଳରେ, କେବଳ ସୁନ୍ଦର ସନ୍ତାନ ଜନ୍ମ କରିବା ପାଇଁ। କାରଣ ପଚିଶ ବର୍ଷ ବୟସରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଜଣେ ସୁନ୍ଦର ସନ୍ତାନ ଜନ୍ମ କରିପାରିବ ।"|Vanisource:680905 - Lecture Initiation and Wedding - New York|680905 - ପ୍ରବଚନ ଦୀକ୍ଷା ଓ ବିବାହ - ନିୟୁର୍କ}}

Latest revision as of 00:14, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେତେବେଳେ ଜଣେ ବ୍ରହ୍ମଚାରି ବିବାହ କରନ୍ତି, ତାଙ୍କୁ ଗୃହସ୍ଥ ବା ଘର ମାଲିକ କୁହାଯାଏ। କିନ୍ତୁ ଜଣେ ବ୍ରହ୍ମଚାରିଙ୍କୁ ଜୀବନର ଆରମ୍ଭରୁ ଭୌତିକ ଭୋଗ ତ୍ୟାଗର ପ୍ରଶିକ୍ଷଣ ଦିଆ ଯାଇଥାଏ, ସେ ପାରିବାରିକ ଜୀବନରେ ସାଧାରଣ ମଣିଷ ପରି ତଲ୍ଲୀନ ହୋଇପାରିବେ ନାହିଁ। ସାଧାରଣ ମଣିଷ, ସେମାନେ ପାରିବାରିକ ଜୀବନ କିମ୍ବା ଜୀବନର ଶେଷ ପର୍ଯ୍ୟନ୍ତ ମହିଳାଙ୍କ ସଙ୍ଗ ତ୍ୟାଗ କରି ପାରିବେ ନାହିଁ । କିନ୍ତୁ ବୈଦିକ ବ୍ୟବସ୍ଥା ଅନୁଯାୟୀ, ନାରୀ ସଙ୍ଗର ଅନୁମତି କିଛି କାଳ ପାଇଁ ଅଛି, କେବଳ ଯୌବନ କାଳରେ, କେବଳ ସୁନ୍ଦର ସନ୍ତାନ ଜନ୍ମ କରିବା ପାଇଁ। କାରଣ ପଚିଶ ବର୍ଷ ବୟସରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଜଣେ ସୁନ୍ଦର ସନ୍ତାନ ଜନ୍ମ କରିପାରିବ ।"
680905 - ପ୍ରବଚନ ଦୀକ୍ଷା ଓ ବିବାହ - ନିୟୁର୍କ