OR/680911 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680910b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680910b|OR/680911b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680911b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680911BG-SAN_FRANCISCO_ND_01.mp3</mp3player>|"ଜଣେ କୃଷ୍ଣ ଚେତନ ବ୍ୟକ୍ତି ମୂର୍ଖ ହେବା ଉଚିତ୍ ନୁହେଁ। ଯଦି ଏହି ସର୍ବଲୌକିକ ଗ୍ରହଗୁଡିକ କିପରି ଭାସୁଛି, ଏହି ମାନବ ଶରୀର କିପରି ଘୁରି ବୁଲୁଛି, କେତେ ପ୍ରଜାତିର ଜୀବନ, ସେମାନେ କିପରି ବିକଶିତ ହେଉଛନ୍ତି ତାହା ବୁଝାଇବାକୁ ଆବଶ୍ୟକ ହୁଏ ... ଏସବୁ ବୈଜ୍ଞାନିକ ଜ୍ଞାନ- ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ସବୁକିଛି । ତେଣୁ କୃଷ୍ଣ କୁହନ୍ତି, ୟାଜ ଜ୍ଞାତ୍ବା: ଯଦି ତୁମେ ଏହି ଜ୍ଞାନ, କୃଷ୍ଣ ଚେତନାକୁ ବୁଝିଛ, ତା’ହେଲେ ତୁମର ଜାଣିବାର କିଛି ନାହିଁ । ଏହାର ଅର୍ଥ ତୁମର ସମ୍ପୂର୍ଣ୍ଣ ଜ୍ଞାନ ରହିବ । କିନ୍ତୁ ଯଦି ଆମେ କୃଷ୍ଣ ଚେତନା ବିଷୟରେ ଜାଣିଛୁ ଏବଂ ଯଦି ଆମେ କୃଷ୍ଣଙ୍କୁ ଜାଣୁ, ତେବେ ସମସ୍ତ ଜ୍ଞାନ ଅନ୍ତର୍ଭୁକ୍ତ ହେବ।"|Vanisource:680911 - Lecture BG 07.02 - San Francisco|680911 - ପ୍ରବଚନ BG 07.02 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:14, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ କୃଷ୍ଣ ଚେତନ ବ୍ୟକ୍ତି ମୂର୍ଖ ହେବା ଉଚିତ୍ ନୁହେଁ। ଯଦି ଏହି ସର୍ବଲୌକିକ ଗ୍ରହଗୁଡିକ କିପରି ଭାସୁଛି, ଏହି ମାନବ ଶରୀର କିପରି ଘୁରି ବୁଲୁଛି, କେତେ ପ୍ରଜାତିର ଜୀବନ, ସେମାନେ କିପରି ବିକଶିତ ହେଉଛନ୍ତି ତାହା ବୁଝାଇବାକୁ ଆବଶ୍ୟକ ହୁଏ ... ଏସବୁ ବୈଜ୍ଞାନିକ ଜ୍ଞାନ- ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ସବୁକିଛି । ତେଣୁ କୃଷ୍ଣ କୁହନ୍ତି, ୟାଜ ଜ୍ଞାତ୍ବା: ଯଦି ତୁମେ ଏହି ଜ୍ଞାନ, କୃଷ୍ଣ ଚେତନାକୁ ବୁଝିଛ, ତା’ହେଲେ ତୁମର ଜାଣିବାର କିଛି ନାହିଁ । ଏହାର ଅର୍ଥ ତୁମର ସମ୍ପୂର୍ଣ୍ଣ ଜ୍ଞାନ ରହିବ । କିନ୍ତୁ ଯଦି ଆମେ କୃଷ୍ଣ ଚେତନା ବିଷୟରେ ଜାଣିଛୁ ଏବଂ ଯଦି ଆମେ କୃଷ୍ଣଙ୍କୁ ଜାଣୁ, ତେବେ ସମସ୍ତ ଜ୍ଞାନ ଅନ୍ତର୍ଭୁକ୍ତ ହେବ।"
680911 - ପ୍ରବଚନ BG 07.02 - ସାନ୍ ଫ୍ରାନ୍ସିସ୍କୋ