OR/680924 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680914 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680914|OR/680924b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680924b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680924IV-SEATTLE_ND_01.mp3</mp3player>|"ଏହି ଭଗବଦ୍-ଗୀତା ମାନବ ସମାଜ ଦ୍ୱାରା କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବହୁ ଦିନରୁ ପାଠ କରାଯାଇଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଭୌତିକ ପ୍ରଦୂଷଣର ଯୋଗାଯୋଗ ଦ୍ୱାରା ସବୁକିଛି ଖରାପ ହୋଇଯାଇଥିବାରୁ ଲୋକମାନେ ଭଗବଦ୍-ଗୀତାର ବ୍ୟାଖ୍ୟା କରିବାକୁ ଲାଗିଲେ। ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ, ପ୍ରଭୁ ଚୈତନ୍ୟ ପ୍ରକଟ ହେଲେ, ଏବଂ ସେ ବଙ୍ଗଦେଶରେ ତାଙ୍କର ବ୍ୟକ୍ତିଗତ ମାର୍ଗଦର୍ଶନରେ କୃଷ୍ଣ  ଚେତନା ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କର ଜନ୍ମସ୍ଥାନ ନବଦ୍ୱୀପ ନାମରେ ଜଣାଶୁଣା । ସେ ନିର୍ଦେଶ ଦେଇଛନ୍ତି, ପ୍ରତ୍ୟେକ ଭାରତୀୟ କୃଷ୍ଣ ଚେତନାର ବାର୍ତ୍ତା ବିସ୍ତାର କରିବାକୁ, ସମଗ୍ର ବିଶ୍ୱରେ, ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ସହରରେ। ତାହା ତାଙ୍କର ଆଦେଶ ଥିଲା।"|Vanisource:680924 - Recorded Interview - Seattle|680924 - ରେକର୍ଡ ହୋଇଥିବା ସାକ୍ଷାତକାର  - ସିଆଟେଲ}}

Latest revision as of 00:15, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭଗବଦ୍-ଗୀତା ମାନବ ସମାଜ ଦ୍ୱାରା କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବହୁ ଦିନରୁ ପାଠ କରାଯାଇଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଭୌତିକ ପ୍ରଦୂଷଣର ଯୋଗାଯୋଗ ଦ୍ୱାରା ସବୁକିଛି ଖରାପ ହୋଇଯାଇଥିବାରୁ ଲୋକମାନେ ଭଗବଦ୍-ଗୀତାର ବ୍ୟାଖ୍ୟା କରିବାକୁ ଲାଗିଲେ। ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ, ପ୍ରଭୁ ଚୈତନ୍ୟ ପ୍ରକଟ ହେଲେ, ଏବଂ ସେ ବଙ୍ଗଦେଶରେ ତାଙ୍କର ବ୍ୟକ୍ତିଗତ ମାର୍ଗଦର୍ଶନରେ କୃଷ୍ଣ ଚେତନା ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କର ଜନ୍ମସ୍ଥାନ ନବଦ୍ୱୀପ ନାମରେ ଜଣାଶୁଣା । ସେ ନିର୍ଦେଶ ଦେଇଛନ୍ତି, ପ୍ରତ୍ୟେକ ଭାରତୀୟ କୃଷ୍ଣ ଚେତନାର ବାର୍ତ୍ତା ବିସ୍ତାର କରିବାକୁ, ସମଗ୍ର ବିଶ୍ୱରେ, ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ସହରରେ। ତାହା ତାଙ୍କର ଆଦେଶ ଥିଲା।"
680924 - ରେକର୍ଡ ହୋଇଥିବା ସାକ୍ଷାତକାର - ସିଆଟେଲ