OR/680930 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:00, 1 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର କାର୍ଯ୍ୟକ୍ରମ ହେଉଛି ମୂଳ ପୁରୁଷ ଗୋବିନ୍ଦଙ୍କୁ ପ୍ରେମ ଏବଂ ଭକ୍ତି ସହିତ ପୂଜା କରିବା। ଗୋବିନ୍ଦମ୍ ଆଦି-ପୁରୁଷଂ । ଏହା ହେଉଛି କୃଷ୍ଣ ଚେତନା। ଆମେ ଲୋକମାନଙ୍କୁ, କୃଷ୍ଣଙ୍କୁ ଭଲ ପାଇବାକୁ ଶିଖାଉଛୁ, କେବଳ ସେତିକି। ଆମର କାର୍ଯ୍ୟକ୍ରମ ହେଉଛି ପ୍ରେମ କରିବା, ତୁମର ପ୍ରେମକୁ ସଠିକ୍ ସ୍ଥାନରେ ରଖିବା। ଏହା ହେଉଛି ଆମର କାର୍ଯ୍ୟକ୍ରମ। ସମସ୍ତେ ଭଲ ପାଇବାକୁ ଚାହାଁନ୍ତି, କିନ୍ତୁ ତାଙ୍କ ପ୍ରେମ ଭୁଲ୍ ଜାଗାରେ କରୁଥିବା ହେତୁ ସେ ନିରାଶ ହେଉଛନ୍ତି। ଲୋକମାନେ ଏହାକୁ ବୁଝୁନ୍ତି ନାହିଁ। ସେମାନଙ୍କୁ ଶିକ୍ଷା ଦିଆଯାଉଛି, 'ସର୍ବପ୍ରଥମେ, ତୁମେ ନିଜ ଶରୀରକୁ ଭଲ ପାଅ'। ତା’ପରେ ଅଳ୍ପ ବିସ୍ତାରିତ, 'ତୁମେ ତୁମର ପିତା ଏବଂ ମାତାଙ୍କୁ ଭଲ ପାଅ'। ତା’ପରେ 'ତୁମ ଭାଇ ଓ ଭଉଣୀକୁ ଭଲ ପାଅ' ତା’ପରେ 'ତୁମ ସମାଜକୁ ଭଲ ପାଅ, ନିଜ ଦେଶକୁ ଭଲ ପାଅ, ସମଗ୍ର ମାନବ ସମାଜକୁ, ମାନବିକତାକୁ ଭଲ ପାଅ' । କିନ୍ତୁ ଏହି ସମସ୍ତ ବିସ୍ତାରିତ ପ୍ରେମ, ତଥାକଥିତ ପ୍ରେମ, ତୁମକୁ ସନ୍ତୁଷ୍ଟ ଦେବ ନାହିଁ ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ଭଲ ପାଇବା ସ୍ଥରରେ ପହଞ୍ଚି ନାହିଁ। ତାପରେ ତୁମେ ସନ୍ତୁଷ୍ଟ ହେବ ।"
680930 - ପ୍ରବଚନ - ସିଆଟେଲ