OR/680930b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680930 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680930|OR/681002 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681002}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680930LE-SEATTLE_ND_02.mp3</mp3player>|"କୃଷ୍ଣ ଏବଂ ଗୋପୀ, ସମ୍ପର୍କ ଏତେ ଅନ୍ତରଙ୍ଗ ଏବଂ ଏତେ ଅମଳିନ ଥିଲା ଯେ କୃଷ୍ଣ ନିଜେ ସ୍ୱୀକାର କରିଛନ୍ତି, 'ମୋର ପ୍ରିୟ ଗୋପୀ, ତୁମର ପ୍ରେମ ସମ୍ପର୍କ ବିଷୟରେ ତୁମକୁ ପରିଶୋଧ କରିବା ମୋର ଶକ୍ତିରେ ନାହିଁ। କୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ। ସେ ଦେବାଳିଆ ହୋଇଗଲେ, ଯେ 'ମୋର ପ୍ରିୟ ଗୋପୀ ମାନେ, ତୁମେ ମୋତେ ପ୍ରେମ କରି ସୃଷ୍ଟି କରିଥିବା ଋଣ ପରିଶୋଧ କରିବା ମୋ ପକ୍ଷେ ସମ୍ଭବ ନୁହେଁ।' ତେଣୁ ଏହା ହେଉଛି ପ୍ରେମର ସର୍ବୋଚ୍ଚ ସିଦ୍ଧତା। ରମ୍ୟା କାଚିଦ ଉପାସନା ବ୍ରଜ-ବଧୂ  (ଚୈତନ୍ୟ-ମଞ୍ଜୁଷା) । ମୁ ଚୈତନ୍ୟ ମହାପ୍ରଭୁଙ୍କ ମିଶନ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେ ଆମକୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ତାଙ୍କର ମିଶନରେ ଏକମାତ୍ର ପ୍ରେମ କରିବା ହେଉଛି କୃଷ୍ଣ ଏବଂ ତାଙ୍କ ଭୂମି ବୃନ୍ଦାବନ । ଏବଂ ତାଙ୍କୁ ପ୍ରେମ କରିବା ପ୍ରକ୍ରିୟାର ଏକ ଜ୍ଵଳନ୍ତ  ଉଦାହରଣ ହେଉଛି, ଗୋପୀ ମାନେ । କେହି ପହଞ୍ଚି ପାରିବେ ନାହିଁ। ଭକ୍ତ ମାନଙ୍କ ବିଭିନ୍ନ ପର୍ଯ୍ୟାୟ ଅଛି, ଏବଂ ଗୋପୀମାନେ ସର୍ବୋଚ୍ଚ ସ୍ଥରରେ ରହିବା କଥା। ଏବଂ ଗୋପୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ହେଉଛନ୍ତି ରାଧାରାଣୀ। ତେଣୁ ରାଧାରାଣୀଙ୍କ ପ୍ରେମକୁ କେହି ଅତିକ୍ରମ କରିପାରିବେ ନାହିଁ। "|Vanisource:680930 - Lecture - Seattle|680930 - ପ୍ରବଚନ - ସିଆଟେଲ}}

Latest revision as of 06:00, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଏବଂ ଗୋପୀ, ସମ୍ପର୍କ ଏତେ ଅନ୍ତରଙ୍ଗ ଏବଂ ଏତେ ଅମଳିନ ଥିଲା ଯେ କୃଷ୍ଣ ନିଜେ ସ୍ୱୀକାର କରିଛନ୍ତି, 'ମୋର ପ୍ରିୟ ଗୋପୀ, ତୁମର ପ୍ରେମ ସମ୍ପର୍କ ବିଷୟରେ ତୁମକୁ ପରିଶୋଧ କରିବା ମୋର ଶକ୍ତିରେ ନାହିଁ। କୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ। ସେ ଦେବାଳିଆ ହୋଇଗଲେ, ଯେ 'ମୋର ପ୍ରିୟ ଗୋପୀ ମାନେ, ତୁମେ ମୋତେ ପ୍ରେମ କରି ସୃଷ୍ଟି କରିଥିବା ଋଣ ପରିଶୋଧ କରିବା ମୋ ପକ୍ଷେ ସମ୍ଭବ ନୁହେଁ।' ତେଣୁ ଏହା ହେଉଛି ପ୍ରେମର ସର୍ବୋଚ୍ଚ ସିଦ୍ଧତା। ରମ୍ୟା କାଚିଦ ଉପାସନା ବ୍ରଜ-ବଧୂ (ଚୈତନ୍ୟ-ମଞ୍ଜୁଷା) । ମୁ ଚୈତନ୍ୟ ମହାପ୍ରଭୁଙ୍କ ମିଶନ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେ ଆମକୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ତାଙ୍କର ମିଶନରେ ଏକମାତ୍ର ପ୍ରେମ କରିବା ହେଉଛି କୃଷ୍ଣ ଏବଂ ତାଙ୍କ ଭୂମି ବୃନ୍ଦାବନ । ଏବଂ ତାଙ୍କୁ ପ୍ରେମ କରିବା ପ୍ରକ୍ରିୟାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି, ଗୋପୀ ମାନେ । କେହି ପହଞ୍ଚି ପାରିବେ ନାହିଁ। ଭକ୍ତ ମାନଙ୍କ ବିଭିନ୍ନ ପର୍ଯ୍ୟାୟ ଅଛି, ଏବଂ ଗୋପୀମାନେ ସର୍ବୋଚ୍ଚ ସ୍ଥରରେ ରହିବା କଥା। ଏବଂ ଗୋପୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ହେଉଛନ୍ତି ରାଧାରାଣୀ। ତେଣୁ ରାଧାରାଣୀଙ୍କ ପ୍ରେମକୁ କେହି ଅତିକ୍ରମ କରିପାରିବେ ନାହିଁ। "
680930 - ପ୍ରବଚନ - ସିଆଟେଲ