OR/681002 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:00, 1 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ ବୁଝିବାକୁ ଚେଷ୍ଟା କର। ଏକ ଟାଇପ୍ ରାଇଟ୍ ମେସିନ୍, ଏକ ଛୋଟ ସ୍କୃ, ଯେତେବେଳେ ବାହାରିଯାଏ, ତୁମର ମେସିନ୍ ଭଲରୂପେ କାମ କରୁନାହିଁ। ତୁମେ ଏକ ମରାମତି ଦୋକାନକୁ ଯାଅ, ସେ ଦଶ ଟଙ୍କା ଦେୟ ମାଗିଥାଏ, ତୁମେ ତୁରନ୍ତ ଦେଇ ଦିଅ। ସେହି ଛୋଟ ସ୍କୃ,, ଯେତେବେଳେ ଏହା ବାହାରକୁ ଆସେ । ସେହି ଯନ୍ତ୍ରର, ଏହାର କିଛି ମୂଲ୍ୟ ନାହିଁ । ସେହିଭଳି, ଆମେ ସମସ୍ତେ ପରମପୁରୁଷଙ୍କର ଅଂଶବିଶେଷ । ଯଦି ଆମେ ପରମପୁରୁଷଙ୍କ ସହିତ କାମ କରୁ, ଏହାର ଅର୍ଥ ଯଦି ଆମେ କୃଷ୍ଣ ଚେତନା, କିମ୍ବା ଭଗବାନ ଚେତନାରେ କାର୍ଯ୍ୟ କରୁ, ତେବେ 'ମୁଁ ଅଂଶ ବିଶେଷ ଅଟେ... ' । ଯେପରି ଏହି ଆଙ୍ଗୁଠି ମୋ ଶରୀରର ଚେତନାରେ ସମ୍ପୁର୍ଣ୍ଣ ଭାବରେ କାମ କରୁଛି, ଯେତେବେଳେ ବି ସାମାନ୍ୟ ଯନ୍ତ୍ରଣା ହୁଏ ମୁଁ ଅନୁଭବ କରିପାରିବି । ସେହିଭଳି, ଯଦି ଆପଣ ନିଜକୁ କୃଷ୍ଣ ଚେତନାରେ ପରିବର୍ତ୍ତିତ କରନ୍ତି, ତେବେ ଆପଣ ଆପଣଙ୍କର ସାଧାରଣ ଅବସ୍ଥାରେ ଜୀବନଯାପନ କରୁଛନ୍ତି, ଆପଣଙ୍କ ଜୀବନ ସଫଳ ହୋଇଛି । ଏବଂ ତୁମେ କୃଷ୍ଣ ଚେତନାଠାରୁ ଅଲଗା ହେବା ମାତ୍ରେ ସମଗ୍ର ଅସୁବିଧା ଅଛି । ସମଗ୍ର ଅସୁବିଧା ସେଠାରେ ଅଛି । ତେଣୁ, ଏହି ବୈଠକରେ ଆମେ ପ୍ରତିଦିନ ଅନେକ ଉଦାହରଣ ଦେଇଥାଉ । ତେଣୁ ଆମେ ଏହି କୃଷ୍ଣ ଚେତନାକୁ ଗ୍ରହଣ କରିବା ଆବଶ୍ୟକ, ଯଦି ଆମେ ଖୁସି ହେବାକୁ ଏବଂ ଆମର ସାଧାରଣ ଅବସ୍ଥାରେ ରହିବାକୁ ଚାହୁଁଛନ୍ତି। "
681002 - ପ୍ରବଚନ - ସିଆଟେଲ