OR/681004 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681002 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681002|OR/681007 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681007}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681004LE-SEATTLE_ND_01.mp3</mp3player>|"କୃଷ୍ଣ-ଭକ୍ତି-ରସ-ଭାବିତ ମତିଃ  । ମତିଃ ର ଅର୍ଥ ହେଉଛି ବୁଦ୍ଧି ବା ମନର ସ୍ଥିତି, ଯେ 'ମୁଁ କୃଷ୍ଣଙ୍କ ସେବା କରିବି'। 'ଯଦି ଆପଣ ମନର ଏହି ସ୍ଥିତିକୁ ଯେକୌଣସି ସ୍ଥାନରେ କିଣି ପାରିବେ, ଦୟାକରି ତୁରନ୍ତ କ୍ରୟ କରନ୍ତୁ।' ତା’ପରେ ପରବର୍ତ୍ତୀ ପ୍ରଶ୍ନ ହେବ, 'ଠିକ୍ ଅଛି, ମୁଁ କିଣିବି। ମୂଲ୍ୟ କ’ଣ? ଆପଣ ଜାଣନ୍ତି କି?' 'ହଁ, ମୁଁ ଜାଣେ ମୂଲ୍ୟ କ’ଣ?' 'ସେହି ମୂଲ୍ୟ କ’ଣ?' ଲୌଲ୍ୟଂ, 'କେବଳ ତୁମର ଆଗ୍ରହ, କେବଳ ସେତିକି' ଲୌଲ୍ୟଂ ଏକଂ ମୂଲ୍ୟଂ । ଆହା, ତାହା ମୋର ଅଛି । ନା । ନ ଜନ୍ମ କୋଟିଭିସ୍ ସୁକୃତିଭିର ଲଭ୍ୟତେ  ([[Vanisource:CC Madhya 8.70 | ଚ.ଚ. ମଧ୍ୟ  ୮.୭୦]])। ଏହି ଉତ୍ସାହ, କୃଷ୍ଣଙ୍କୁ କିପରି ଭଲ ପାଇବା, ଅନେକ, ଅନେକ ଜନ୍ମ ପରେ ମଧ୍ୟ ଏହା ଉପଲବ୍ଧ ନୁହେଁ । ତେଣୁ ଯଦି ତୁମର ସେହି ଚିନ୍ତା ତିଳେ ମାତ୍ର  ଅଛି,, 'ମୁଁ କୃଷ୍ଣଙ୍କୁ କିପରି ସେବା କରିପାରିବି?' ତୁମେ ନିଶ୍ଚୟ ଜାଣିବ ତୁମେ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। କେବଳ ତିଳେ ମାତ୍ର, ଲୌଲ୍ୟଂ, ଏହି ଚିନ୍ତା, 'ମୁଁ କୃଷ୍ଣଙ୍କୁ କିପରି ସେବା କରିପାରିବି?' ଏହା ବହୁତ ସୁନ୍ଦର ଅଟେ। ତା’ପରେ କୃଷ୍ଣ ଆପଣଙ୍କୁ ବୁଦ୍ଧି ପ୍ରଦାନ କରିବେ।"|Vanisource:681004 - Lecture - Seattle|681004 - ପ୍ରବଚନ - ସିଆଟେଲ}}

Latest revision as of 06:01, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ-ଭକ୍ତି-ରସ-ଭାବିତ ମତିଃ । ମତିଃ ର ଅର୍ଥ ହେଉଛି ବୁଦ୍ଧି ବା ମନର ସ୍ଥିତି, ଯେ 'ମୁଁ କୃଷ୍ଣଙ୍କ ସେବା କରିବି'। 'ଯଦି ଆପଣ ମନର ଏହି ସ୍ଥିତିକୁ ଯେକୌଣସି ସ୍ଥାନରେ କିଣି ପାରିବେ, ଦୟାକରି ତୁରନ୍ତ କ୍ରୟ କରନ୍ତୁ।' ତା’ପରେ ପରବର୍ତ୍ତୀ ପ୍ରଶ୍ନ ହେବ, 'ଠିକ୍ ଅଛି, ମୁଁ କିଣିବି। ମୂଲ୍ୟ କ’ଣ? ଆପଣ ଜାଣନ୍ତି କି?' 'ହଁ, ମୁଁ ଜାଣେ ମୂଲ୍ୟ କ’ଣ?' 'ସେହି ମୂଲ୍ୟ କ’ଣ?' ଲୌଲ୍ୟଂ, 'କେବଳ ତୁମର ଆଗ୍ରହ, କେବଳ ସେତିକି' ଲୌଲ୍ୟଂ ଏକଂ ମୂଲ୍ୟଂ । ଆହା, ତାହା ମୋର ଅଛି । ନା । ନ ଜନ୍ମ କୋଟିଭିସ୍ ସୁକୃତିଭିର ଲଭ୍ୟତେ ( ଚ.ଚ. ମଧ୍ୟ ୮.୭୦)। ଏହି ଉତ୍ସାହ, କୃଷ୍ଣଙ୍କୁ କିପରି ଭଲ ପାଇବା, ଅନେକ, ଅନେକ ଜନ୍ମ ପରେ ମଧ୍ୟ ଏହା ଉପଲବ୍ଧ ନୁହେଁ । ତେଣୁ ଯଦି ତୁମର ସେହି ଚିନ୍ତା ତିଳେ ମାତ୍ର ଅଛି,, 'ମୁଁ କୃଷ୍ଣଙ୍କୁ କିପରି ସେବା କରିପାରିବି?' ତୁମେ ନିଶ୍ଚୟ ଜାଣିବ ତୁମେ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। କେବଳ ତିଳେ ମାତ୍ର, ଲୌଲ୍ୟଂ, ଏହି ଚିନ୍ତା, 'ମୁଁ କୃଷ୍ଣଙ୍କୁ କିପରି ସେବା କରିପାରିବି?' ଏହା ବହୁତ ସୁନ୍ଦର ଅଟେ। ତା’ପରେ କୃଷ୍ଣ ଆପଣଙ୍କୁ ବୁଦ୍ଧି ପ୍ରଦାନ କରିବେ।"
681004 - ପ୍ରବଚନ - ସିଆଟେଲ