OR/681009 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:01, 1 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଜଣେ ପ୍ରଶ୍ନ କରିପାରନ୍ତି, "ମୁଁ ଈଶ୍ୱରଙ୍କ ବିଜ୍ଞାନ ବୁଝିବାକୁ କାହିଁକି ଆଗ୍ରହ ପ୍ରକାଶ କରିବି? ଏତେଗୁଡ଼ିଏ ଭୌତିକ ବିଜ୍ଞାନ ବୁଝିବା କାହିଁକି ନୁହେଁ? କାହିଁକି ଜଣେ... " । ନା। ଏହା ହେଉଛି ଆବଶ୍ୟକତା। ତାହା ହେଉଛି ବେଦାନ୍ତର ଆଦେଶ: ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହା ହେଉଛି ଏକ ସୁଯୋଗ। ଏହି ମାନବ ଜୀବନ ହେଉଛି ପରମ ବିଜ୍ଞାନକୁ ବୁଝିବାର ସୁଯୋଗ। ଆପଣ ଭଗବାନ କୁହନ୍ତୁ କିମ୍ବା ପରମ ସତ୍ୟ କିମ୍ବା ପରମାତ୍ମା, ସମାନ କଥା। କିନ୍ତୁ ଏହି ଜୀବନ ବୁଝିବା ପାଇଁ ଉଦ୍ଦିଷ୍ଟ । ଯଦି ଆମେ ଏହି ସୁଯୋଗକୁ ହାତଛଡ଼ା କରୁ, ଆମେ ଜାଣୁନାହୁଁ ଆମେ କେଉଁଠାକୁ ଯାଉଛୁ ।"
681009 - ପ୍ରବଚନ - ସିଆଟେଲ