OR/681021c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681021b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681021b|OR/681021d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681021d}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681021DK-SEATTLE_ND_03.mp3</mp3player>|"ମୋ ପାରିବାରିକ ଜୀବନରେ, ଯେତେବେଳେ ମୁଁ ମୋ ପତ୍ନୀ ଏବଂ ପିଲାମାନଙ୍କ ମଧ୍ୟରେ ଥିଲି, ବେଳେବେଳେ ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ସ୍ୱପ୍ନରେ ଦେଖୁଥିଲି, ସେ ମୋତେ ଡାକନ୍ତି ଏବଂ ମୁଁ ତାଙ୍କୁ ଅନୁସରଣ କରୁଥିଲି। ଯେତେବେଳେ ମୋର ସ୍ୱପ୍ନ ସମାପ୍ତ ହେଲା, ମୁଁ ଭାବୁଥିଲି - ମୁଁ ଟିକେ ଭୟଭୀତ ଥିଲି - 'ଓହ, ଗୁରୁ ମହାରାଜ ଚାହାଁନ୍ତି ଯେ ମୁଁ ସନ୍ୟାସୀ ହୋଇଯାଏ । ମୁଁ ସନ୍ୟାସୀ କିପରି ଗ୍ରହଣ କରିପାରିବି?' ସେହି ସମୟରେ, ମୁଁ ଅତ୍ୟଧିକ ସନ୍ତୁଷ୍ଟ ଅନୁଭବ କରୁ ନଥିଲି ଯେ ମୋତେ ମୋ ପରିବାର ଛାଡି ଏକ ସନ୍ୟାସୀ ହେବାକୁ ପଡିବ । ସେହି ସମୟରେ ଏହା ଏକ ଭୟଙ୍କର ଅନୁଭବ ଥିଲା । ବେଳେ ବେଳେ  ମୁଁ ଭାବୁଥିଲି, 'ନା, ମୁଁ ସନ୍ୟାସୀ ନେଇ ପାରିବି ନାହିଁ ।' ପୁନର୍ବାର ମୁଁ ସମାନ ସ୍ୱପ୍ନ ଦେଖିଲି। ତେଣୁ ଏହି ଉପାୟରେ ମୁଁ ଭାଗ୍ୟବାନ ହେଲି। ମୋର ଗୁରୁ ମହାରାଜ ମୋତେ ଏହି ଭୌତିକ ଜୀବନରୁ ଟାଣି ବାହାର କରିଦେଲେ । ମୁଁ କିଛି ହରାଇ ନାହିଁ। ସେ ମୋ ପ୍ରତି ଏତେ ଦୟାଳୁ ଥିଲେ। ମୁଁ ଲାଭ କରିଛି। ମୁଁ ତିନୋଟି ସନ୍ତାନ ଛାଡିଛି, ମୁଁ ବର୍ତ୍ତମାନ ତିନି ଶହ ପିଲା ପାଇଛି। ତେଣୁ ମୁଁ ହରାଇ ନାହିଁ। ଏହା ହେଉଛି ଭୌତିକ ଧାରଣା। ଆମେ ଭାବୁଛୁ ଯେ କୃଷ୍ଣଙ୍କୁ ଗ୍ରହଣ କରି ଆମେ ହରାଇବା । କେହି ହରାଇ ନାହାଁନ୍ତି।"|Vanisource:681021 - Lecture Festival Disappearance Day, Bhaktiprajnana Kesava Maharaja - Seattle|681021 - ପ୍ରବଚନ ମହୋତ୍ସବ ଅପ୍ରକଟ ଦିବସ, ଭକ୍ତି ପ୍ରଜ୍ଞା କେଶବ ମହାରାଜ - ସିଆଟେଲ}}

Latest revision as of 06:03, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୋ ପାରିବାରିକ ଜୀବନରେ, ଯେତେବେଳେ ମୁଁ ମୋ ପତ୍ନୀ ଏବଂ ପିଲାମାନଙ୍କ ମଧ୍ୟରେ ଥିଲି, ବେଳେବେଳେ ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ସ୍ୱପ୍ନରେ ଦେଖୁଥିଲି, ସେ ମୋତେ ଡାକନ୍ତି ଏବଂ ମୁଁ ତାଙ୍କୁ ଅନୁସରଣ କରୁଥିଲି। ଯେତେବେଳେ ମୋର ସ୍ୱପ୍ନ ସମାପ୍ତ ହେଲା, ମୁଁ ଭାବୁଥିଲି - ମୁଁ ଟିକେ ଭୟଭୀତ ଥିଲି - 'ଓହ, ଗୁରୁ ମହାରାଜ ଚାହାଁନ୍ତି ଯେ ମୁଁ ସନ୍ୟାସୀ ହୋଇଯାଏ । ମୁଁ ସନ୍ୟାସୀ କିପରି ଗ୍ରହଣ କରିପାରିବି?' ସେହି ସମୟରେ, ମୁଁ ଅତ୍ୟଧିକ ସନ୍ତୁଷ୍ଟ ଅନୁଭବ କରୁ ନଥିଲି ଯେ ମୋତେ ମୋ ପରିବାର ଛାଡି ଏକ ସନ୍ୟାସୀ ହେବାକୁ ପଡିବ । ସେହି ସମୟରେ ଏହା ଏକ ଭୟଙ୍କର ଅନୁଭବ ଥିଲା । ବେଳେ ବେଳେ ମୁଁ ଭାବୁଥିଲି, 'ନା, ମୁଁ ସନ୍ୟାସୀ ନେଇ ପାରିବି ନାହିଁ ।' ପୁନର୍ବାର ମୁଁ ସମାନ ସ୍ୱପ୍ନ ଦେଖିଲି। ତେଣୁ ଏହି ଉପାୟରେ ମୁଁ ଭାଗ୍ୟବାନ ହେଲି। ମୋର ଗୁରୁ ମହାରାଜ ମୋତେ ଏହି ଭୌତିକ ଜୀବନରୁ ଟାଣି ବାହାର କରିଦେଲେ । ମୁଁ କିଛି ହରାଇ ନାହିଁ। ସେ ମୋ ପ୍ରତି ଏତେ ଦୟାଳୁ ଥିଲେ। ମୁଁ ଲାଭ କରିଛି। ମୁଁ ତିନୋଟି ସନ୍ତାନ ଛାଡିଛି, ମୁଁ ବର୍ତ୍ତମାନ ତିନି ଶହ ପିଲା ପାଇଛି। ତେଣୁ ମୁଁ ହରାଇ ନାହିଁ। ଏହା ହେଉଛି ଭୌତିକ ଧାରଣା। ଆମେ ଭାବୁଛୁ ଯେ କୃଷ୍ଣଙ୍କୁ ଗ୍ରହଣ କରି ଆମେ ହରାଇବା । କେହି ହରାଇ ନାହାଁନ୍ତି।"
681021 - ପ୍ରବଚନ ମହୋତ୍ସବ ଅପ୍ରକଟ ଦିବସ, ଭକ୍ତି ପ୍ରଜ୍ଞା କେଶବ ମହାରାଜ - ସିଆଟେଲ