OR/681108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:14, 5 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ କୃଷ୍ଣ ଏହି ବ୍ରହ୍ମାଣ୍ଡ ଭିତରକୁ ଆସନ୍ତି, ସେତେବେଳେ ତାଙ୍କର ଗୋଲୋକ ବୃନ୍ଦାବନ ମଧ୍ୟ ତାଙ୍କ ସହିତ ଆସନ୍ତି। ଠିକ୍ ଯେପରି ରାଜା କୌଣସି ସ୍ଥାନକୁ ଯାଆନ୍ତି, ତାଙ୍କର ସମସ୍ତ କର୍ମକର୍ତ୍ତା, ସଚିବ, ସାମରିକ କମାଣ୍ଡର, ତାଙ୍କର ସବୁ କିଛି - ସମସ୍ତେ ତାଙ୍କ ସହିତ ଯାଆନ୍ତି। ସେହିଭଳି, ଯେତେବେଳେ କୃଷ୍ଣ ଏହି ଗ୍ରହକୁ ଆସନ୍ତି, ତାଙ୍କର ସମସ୍ତ ସାମଗ୍ରୀ, ପ୍ରଭାବ, ସମସ୍ତେ ପ୍ରଦର୍ଶନ କରିବାକୁ ଆସନ୍ତି, ଆମକୁ ଆକର୍ଷିତ କରିବାକୁ, ଯେ "ତୁମେ ଏହା ପଛରେ ଅଛ । ତୁମେ ଭଲ ପାଇବାକୁ ଚାହୁଁଛ" । ଏଠାରେ ତୁମେ ବୃନ୍ଦାବନରେ ଦେଖୁଛ କି ସବୁକିଛି ପ୍ରେମ ଉପରେ ଆଧାରିତ । ଅନ୍ୟ କିଛି ନାହିଁ । ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ହେଉଛନ୍ତି ଭଗବାନ ପରମପୁରୁଷ । ସେମାନେ ଏହା ଜାଣିବାକୁ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସେମାନଙ୍କର ପ୍ରାକୃତିକ ସ୍ନେହ ଏବଂ କୃଷ୍ଣଙ୍କ ପାଇଁ ପ୍ରେମ ଏତେ ତୀବ୍ର ଯେ ସେମାନେ କୃଷ୍ଣଙ୍କୁ ଚବିଶ ଘଣ୍ଟା ବ୍ୟତୀତ ଅନ୍ୟ କିଛି ଭାବି ପାରିବେ ନାହିଁ। ତାହା ହେଉଛି କୃଷ୍ଣ ଚେତନା।"
681108 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ