OR/681110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681109|OR/681113 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681113}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681110SB-LOS_ANGELES_ND_01.mp3</mp3player>|"ଯେଉଁମାନେ ସମାଜରେ ବାନ୍ଧି ରଖିଛନ୍ତି, ବନ୍ଧୁତା ଏବଂ ପ୍ରେମ, ଏହା ହେଉଛି ଭୌତିକ ଜୀବନ ପାଇଁ ଆକର୍ଷଣ।" ସେମାନେ ଭାବନ୍ତି, ସମାଜ, ବନ୍ଧୁତା ଏବଂ ପ୍ରେମ, ମନୁଷ୍ୟକୁ ଈଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଛି। କିନ୍ତୁ ତାହା, ଏହା ମନୁଷ୍ୟକୁ ଈଶ୍ୱରଙ୍କ ଦ୍ୱାରା ଦିଆଯାଇ ନାହିଁ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ଏହା ହେଉଛି ମାୟାର ଉପହାର । ସମାଜ, ବନ୍ଧୁତା ଏବଂ ପ୍ରେମ ହେଉଛି ମାୟାର ଉପହାର, ଭ୍ରମ। ବାସ୍ତବରେ, ଯେଉଁ ସମାଜ ସହିତ ଆମେ ଜଡିତ, ଏବଂ ବନ୍ଧୁତା ଯାହାକୁ ଆମେ ଏଠାରେ କରିଥାଉ, ତଥା ତଥାକଥିତ ପ୍ରେମ, କେତେ ଦିନ ପର୍ଯ୍ୟନ୍ତ ? ବର୍ତ୍ତମାନ, ମନେକର ମୁଁ ବର୍ତ୍ତମାନ ମାନବ ସମାଜରେ ଅଛି। ମୁଁ ମାନବ ସମାଜରେ କେତେ ଦିନ ରହିବି? ମୁଁ, ମୋର ପରବର୍ତ୍ତୀ ଜୀବନ କିମ୍ବା ପରବର୍ତ୍ତୀ ସମାଜ ପାଇଁ ପ୍ରସ୍ତୁତ ହେଉଛି। ମୋତେ କୁକୁର ସମାଜକୁ ସ୍ଥାନାନ୍ତର କରାଯାଇପାରେ। ଏବଂ ମୁଁ ସ୍ଥାନାନ୍ତର ହୋଇପାରେ..., ମୁଁ ଭଗବାନଙ୍କ ସମାଜକୁ ସ୍ଥାନାନ୍ତରିତ ହୋଇପାରେ। ଏହା ମୋର କାର୍ଯ୍ୟ ଉପରେ ନିର୍ଭର କରିବ।"|Vanisource:681110 - Lecture SB 03.25.13 - Los Angeles|681110 - ପ୍ରବଚନ SB 03.25.13 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:14, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ସମାଜରେ ବାନ୍ଧି ରଖିଛନ୍ତି, ବନ୍ଧୁତା ଏବଂ ପ୍ରେମ, ଏହା ହେଉଛି ଭୌତିକ ଜୀବନ ପାଇଁ ଆକର୍ଷଣ।" ସେମାନେ ଭାବନ୍ତି, ସମାଜ, ବନ୍ଧୁତା ଏବଂ ପ୍ରେମ, ମନୁଷ୍ୟକୁ ଈଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଛି। କିନ୍ତୁ ତାହା, ଏହା ମନୁଷ୍ୟକୁ ଈଶ୍ୱରଙ୍କ ଦ୍ୱାରା ଦିଆଯାଇ ନାହିଁ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ଏହା ହେଉଛି ମାୟାର ଉପହାର । ସମାଜ, ବନ୍ଧୁତା ଏବଂ ପ୍ରେମ ହେଉଛି ମାୟାର ଉପହାର, ଭ୍ରମ। ବାସ୍ତବରେ, ଯେଉଁ ସମାଜ ସହିତ ଆମେ ଜଡିତ, ଏବଂ ବନ୍ଧୁତା ଯାହାକୁ ଆମେ ଏଠାରେ କରିଥାଉ, ତଥା ତଥାକଥିତ ପ୍ରେମ, କେତେ ଦିନ ପର୍ଯ୍ୟନ୍ତ ? ବର୍ତ୍ତମାନ, ମନେକର ମୁଁ ବର୍ତ୍ତମାନ ମାନବ ସମାଜରେ ଅଛି। ମୁଁ ମାନବ ସମାଜରେ କେତେ ଦିନ ରହିବି? ମୁଁ, ମୋର ପରବର୍ତ୍ତୀ ଜୀବନ କିମ୍ବା ପରବର୍ତ୍ତୀ ସମାଜ ପାଇଁ ପ୍ରସ୍ତୁତ ହେଉଛି। ମୋତେ କୁକୁର ସମାଜକୁ ସ୍ଥାନାନ୍ତର କରାଯାଇପାରେ। ଏବଂ ମୁଁ ସ୍ଥାନାନ୍ତର ହୋଇପାରେ..., ମୁଁ ଭଗବାନଙ୍କ ସମାଜକୁ ସ୍ଥାନାନ୍ତରିତ ହୋଇପାରେ। ଏହା ମୋର କାର୍ଯ୍ୟ ଉପରେ ନିର୍ଭର କରିବ।"
681110 - ପ୍ରବଚନ SB 03.25.13 - ଲସ ଆ଼ଞ୍ଜେଲ୍ସ