OR/681201b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681201 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681201|OR/681202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681202}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681201IN-LOS_ANGELES_ND_02.mp3</mp3player>|"ପ୍ରଶ୍ନ ନିଶ୍ଚୟ ରହିବା ଦରକାର । ଏହା ଭଗବଦ୍-ଗୀତାରେ କୁହାଯାଇଛି, ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ([[Vanisource:BG 4.34 (1972) | ଭ.ଗୀ. ୪.୩୪]])। ତୁମର ସମ୍ପର୍କ ଏକ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସବୁକିଛି ଜାଣିବା, କିନ୍ତୁ ତୁମେ ତିନୋଟି ଜିନିଷ ଜାଣିବା ଉଚିତ୍ । ଏହା କ’ଣ? ସର୍ବପ୍ରଥମେ ତୁମେ ଆତ୍ମସମର୍ପଣ କରିବା ଉଚିତ୍ । ତୁମେ ଆଧ୍ୟାତ୍ମିକ ଗୁରୁଙ୍କୁ ତୁମଠାରୁ ବଡ଼ ଭାବରେ ଗ୍ରହଣ କରିବା ଉଚିତ୍ । ନଚେତ୍ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ଗ୍ରହଣ କରିବାର ଉପଯୋଗ କ’ଣ? ପ୍ରଣିପାତ । ପ୍ରଣିପାତ ଅର୍ଥ ଆତ୍ମସମର୍ପଣ କରିବା; ଏବଂ ପରିପ୍ରଶ୍ନ, ଏବଂ ପ୍ରଶ୍ନ କରିବା;  ଏବଂ ସେବା। ଏଠାରେ ଦୁଇଟି ପାର୍ଶ୍ୱ, ସେବା ଏବଂ ଆତ୍ମସମର୍ପଣ ହେବା ଆବଶ୍ୟକ, ଏବଂ ମଝିରେ ପ୍ରଶ୍ନ ହେବା ଆବଶ୍ୟକ । ଅନ୍ୟଥା କୌଣସି ପ୍ରଶ୍ନ ଏବଂ ଉତ୍ତର ନାହିଁ । ଦୁଇଟି ଜିନିଷ ସେଠାରେ ରହିବା ଆବଶ୍ୟକ: ସେବା ଏବଂ ଆତ୍ମସମର୍ପଣ । ତା’ପରେ ପ୍ରଶ୍ନର ଉତ୍ତର ହେଉଛି ଭଲ।"|Vanisource:681201 - Lecture Initiation and Ten Offenses - Los Angeles|ପ୍ରବଚନ ଦୀକ୍ଷା ଏବଂ ଦଶ ଅପରାଧ - ଲସ ଆ଼ଞ୍ଜେଲ୍ସ}}

Latest revision as of 06:16, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରଶ୍ନ ନିଶ୍ଚୟ ରହିବା ଦରକାର । ଏହା ଭଗବଦ୍-ଗୀତାରେ କୁହାଯାଇଛି, ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ( ଭ.ଗୀ. ୪.୩୪)। ତୁମର ସମ୍ପର୍କ ଏକ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସବୁକିଛି ଜାଣିବା, କିନ୍ତୁ ତୁମେ ତିନୋଟି ଜିନିଷ ଜାଣିବା ଉଚିତ୍ । ଏହା କ’ଣ? ସର୍ବପ୍ରଥମେ ତୁମେ ଆତ୍ମସମର୍ପଣ କରିବା ଉଚିତ୍ । ତୁମେ ଆଧ୍ୟାତ୍ମିକ ଗୁରୁଙ୍କୁ ତୁମଠାରୁ ବଡ଼ ଭାବରେ ଗ୍ରହଣ କରିବା ଉଚିତ୍ । ନଚେତ୍ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ଗ୍ରହଣ କରିବାର ଉପଯୋଗ କ’ଣ? ପ୍ରଣିପାତ । ପ୍ରଣିପାତ ଅର୍ଥ ଆତ୍ମସମର୍ପଣ କରିବା; ଏବଂ ପରିପ୍ରଶ୍ନ, ଏବଂ ପ୍ରଶ୍ନ କରିବା; ଏବଂ ସେବା। ଏଠାରେ ଦୁଇଟି ପାର୍ଶ୍ୱ, ସେବା ଏବଂ ଆତ୍ମସମର୍ପଣ ହେବା ଆବଶ୍ୟକ, ଏବଂ ମଝିରେ ପ୍ରଶ୍ନ ହେବା ଆବଶ୍ୟକ । ଅନ୍ୟଥା କୌଣସି ପ୍ରଶ୍ନ ଏବଂ ଉତ୍ତର ନାହିଁ । ଦୁଇଟି ଜିନିଷ ସେଠାରେ ରହିବା ଆବଶ୍ୟକ: ସେବା ଏବଂ ଆତ୍ମସମର୍ପଣ । ତା’ପରେ ପ୍ରଶ୍ନର ଉତ୍ତର ହେଉଛି ଭଲ।"
ପ୍ରବଚନ ଦୀକ୍ଷା ଏବଂ ଦଶ ଅପରାଧ - ଲସ ଆ଼ଞ୍ଜେଲ୍ସ