OR/681211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681209b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681209b|OR/681213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681213}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681211BG-LOS_ANGELES_ND_01.mp3</mp3player>|"ତେଣୁ ଭଗବତ କୁହନ୍ତି, ନୈଷାଂ ମତିସ ତାବଦ ଉରୁକ୍ରମାଣଘ୍ରିଂ ([[Vanisource: SB 7.5.32 | SB 7.5.32]])। ଯଦି କେହି ବୁଝନ୍ତି ଉରୁକ୍ରମାଣଘ୍ରିଂ, କିମ୍ବା ପରମପୁରୁଷ ଭଗବାନ, ତାଙ୍କ ପାଇଁ ଆତ୍ମାର ଅସ୍ତିତ୍ୱ ବୁଝିବା କଷ୍ଟକର ନୁହେଁ । ଠିକ୍ ସେହିପରି ଯିଏ ସୂର୍ଯ୍ୟଙ୍କୁ ଦେଖିଛି, ତାଙ୍କ ପାଇଁ ସୂର୍ଯ୍ୟକିରଣ କ’ଣ ତାହା ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । କିନ୍ତୁ ଯିଏ ଚିରକାଳ ଅନ୍ଧକାରରେ ଥାଏ, ନା ସୂର୍ଯ୍ୟକିରଣ ଦେଖି ନାହିଁ କିମ୍ବା ସୂର୍ଯ୍ୟ ଦେଖି ନାହିଁ, ତାଙ୍କ ପାଇଁ ଆଲୋକ କ’ଣ, ସୂର୍ଯ୍ୟ କ’ଣ, ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ତେଣୁ  ଉରୁକ୍ରମାଣଘ୍ରିଂ, ପରମପୁରୁଷ ଭଗବାନଙ୍କୁ  ବୁଝିହେବ ନାହିଁ । ଏବଂ ଯଦି ଏହା ବୁଝାଯାଏ, ସ୍ପର୍ଶତି ଅନର୍ଥାପଗମୋ ୟଦ-ଅର୍ଥଃ। ଯଦି ଜଣେ ବୁଝିପାରନ୍ତି ଉରୁକ୍ରମାଣଘ୍ରିଂ, ଭଗବାନ ମହାନ, ତେବେ ତୁରନ୍ତ ତାଙ୍କର ସମସ୍ତ ଅଜ୍ଞତା, ଭ୍ରମ ସମାପ୍ତ ହୋଇଛି।"|Vanisource:681211 - Lecture BG 02.27-38 - Los Angeles|681211 - ପ୍ରବଚନ BG 02.27-38 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:18, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବତ କୁହନ୍ତି, ନୈଷାଂ ମତିସ ତାବଦ ଉରୁକ୍ରମାଣଘ୍ରିଂ ( SB 7.5.32)। ଯଦି କେହି ବୁଝନ୍ତି ଉରୁକ୍ରମାଣଘ୍ରିଂ, କିମ୍ବା ପରମପୁରୁଷ ଭଗବାନ, ତାଙ୍କ ପାଇଁ ଆତ୍ମାର ଅସ୍ତିତ୍ୱ ବୁଝିବା କଷ୍ଟକର ନୁହେଁ । ଠିକ୍ ସେହିପରି ଯିଏ ସୂର୍ଯ୍ୟଙ୍କୁ ଦେଖିଛି, ତାଙ୍କ ପାଇଁ ସୂର୍ଯ୍ୟକିରଣ କ’ଣ ତାହା ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । କିନ୍ତୁ ଯିଏ ଚିରକାଳ ଅନ୍ଧକାରରେ ଥାଏ, ନା ସୂର୍ଯ୍ୟକିରଣ ଦେଖି ନାହିଁ କିମ୍ବା ସୂର୍ଯ୍ୟ ଦେଖି ନାହିଁ, ତାଙ୍କ ପାଇଁ ଆଲୋକ କ’ଣ, ସୂର୍ଯ୍ୟ କ’ଣ, ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ତେଣୁ ଉରୁକ୍ରମାଣଘ୍ରିଂ, ପରମପୁରୁଷ ଭଗବାନଙ୍କୁ ବୁଝିହେବ ନାହିଁ । ଏବଂ ଯଦି ଏହା ବୁଝାଯାଏ, ସ୍ପର୍ଶତି ଅନର୍ଥାପଗମୋ ୟଦ-ଅର୍ଥଃ। ଯଦି ଜଣେ ବୁଝିପାରନ୍ତି ଉରୁକ୍ରମାଣଘ୍ରିଂ, ଭଗବାନ ମହାନ, ତେବେ ତୁରନ୍ତ ତାଙ୍କର ସମସ୍ତ ଅଜ୍ଞତା, ଭ୍ରମ ସମାପ୍ତ ହୋଇଛି।"
681211 - ପ୍ରବଚନ BG 02.27-38 - ଲସ ଆ଼ଞ୍ଜେଲ୍ସ