OR/681219b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681219|OR/681219c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681219c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681219BG-LOS_ANGELES_ND_02.mp3</mp3player>|"ତୁମେ ତୁମର ସ୍ଥିତି ବଦଳାଇବା ଆବଶ୍ୟକ ନାହିଁ । ଭଗବଦ୍-ଗୀତା ମୌଳିକ ରୂପରେ  ଶୁଣିବା ପାଇଁ ତୁମେ ନିଜ କାନକୁ ଲଗାଅ, ତୁମେ ସବୁ ଅଜ୍ଞାନତାକୁ ଭୁଲିଯିବ। ବିଗ୍ରହ, କୃଷ୍ଣଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ତୁମେ ଆଖିକୁ ଲଗାଅ । ତୁମେ ଜିଭକୁ  କୃଷ୍ଣ-ପ୍ରସାଦର ସ୍ୱାଦ ପାଇବାରେ ଜଡିତ କର । ଏହି ମନ୍ଦିରକୁ ଆସିବା ପାଇଁ ତୁମେ ତୁମର ଗୋଡକୁ ନିୟୋଜିତ କର। ତୁମେ କୃଷ୍ଣଙ୍କ ପାଇଁ କାମ କରିବାକୁ ନିଜ ହାତକୁ ନିୟୋଜିତ କର। କୃଷ୍ଣଙ୍କୁ ଦିଆଯାଇଥିବା ଫୁଲର ଗନ୍ଧ ପାଇଁ ତୁମେ ନାକକୁ ଜଡିତ କର। ତା’ହେଲେ ତୁମର ଇନ୍ଦ୍ରିୟ କୁଆଡେ ଯିବ? ସେ ଚାରିଆଡ଼େ ଆକର୍ଷିତ ହୋଇଯିବେ । ଏହି ପୂର୍ଣ୍ଣତା  ନିଶ୍ଚିତ ଅଟେ। ତୁମେ ତୁମର ଇନ୍ଦ୍ରିୟଗୁଡିକୁ ଜବରଦସ୍ତ ନିୟନ୍ତ୍ରଣ କରିବା ଆବଶ୍ୟକ କରୁନାହଁ - ଦେଖ ନାହିଁ, କର ନାହିଁ, ତାହା କର ନାହିଁ। ନା। ଆପଣଙ୍କୁ ନିୟୋଜନର ସ୍ଥିତି ପରିବର୍ତ୍ତନ କରିବାକୁ ପଡିବ। ଏହା ଆପଣଙ୍କୁ ସାହାଯ୍ୟ କରିବ ।"|Vanisource:681219 - Lecture BG 02.62-72 - Los Angeles|681219 - ପ୍ରବଚନ BG 02.62-72 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:18, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ ତୁମର ସ୍ଥିତି ବଦଳାଇବା ଆବଶ୍ୟକ ନାହିଁ । ଭଗବଦ୍-ଗୀତା ମୌଳିକ ରୂପରେ ଶୁଣିବା ପାଇଁ ତୁମେ ନିଜ କାନକୁ ଲଗାଅ, ତୁମେ ସବୁ ଅଜ୍ଞାନତାକୁ ଭୁଲିଯିବ। ବିଗ୍ରହ, କୃଷ୍ଣଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ତୁମେ ଆଖିକୁ ଲଗାଅ । ତୁମେ ଜିଭକୁ କୃଷ୍ଣ-ପ୍ରସାଦର ସ୍ୱାଦ ପାଇବାରେ ଜଡିତ କର । ଏହି ମନ୍ଦିରକୁ ଆସିବା ପାଇଁ ତୁମେ ତୁମର ଗୋଡକୁ ନିୟୋଜିତ କର। ତୁମେ କୃଷ୍ଣଙ୍କ ପାଇଁ କାମ କରିବାକୁ ନିଜ ହାତକୁ ନିୟୋଜିତ କର। କୃଷ୍ଣଙ୍କୁ ଦିଆଯାଇଥିବା ଫୁଲର ଗନ୍ଧ ପାଇଁ ତୁମେ ନାକକୁ ଜଡିତ କର। ତା’ହେଲେ ତୁମର ଇନ୍ଦ୍ରିୟ କୁଆଡେ ଯିବ? ସେ ଚାରିଆଡ଼େ ଆକର୍ଷିତ ହୋଇଯିବେ । ଏହି ପୂର୍ଣ୍ଣତା ନିଶ୍ଚିତ ଅଟେ। ତୁମେ ତୁମର ଇନ୍ଦ୍ରିୟଗୁଡିକୁ ଜବରଦସ୍ତ ନିୟନ୍ତ୍ରଣ କରିବା ଆବଶ୍ୟକ କରୁନାହଁ - ଦେଖ ନାହିଁ, କର ନାହିଁ, ତାହା କର ନାହିଁ। ନା। ଆପଣଙ୍କୁ ନିୟୋଜନର ସ୍ଥିତି ପରିବର୍ତ୍ତନ କରିବାକୁ ପଡିବ। ଏହା ଆପଣଙ୍କୁ ସାହାଯ୍ୟ କରିବ ।"
681219 - ପ୍ରବଚନ BG 02.62-72 - ଲସ ଆ଼ଞ୍ଜେଲ୍ସ