OR/681219b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:18, 5 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ ତୁମର ସ୍ଥିତି ବଦଳାଇବା ଆବଶ୍ୟକ ନାହିଁ । ଭଗବଦ୍-ଗୀତା ମୌଳିକ ରୂପରେ ଶୁଣିବା ପାଇଁ ତୁମେ ନିଜ କାନକୁ ଲଗାଅ, ତୁମେ ସବୁ ଅଜ୍ଞାନତାକୁ ଭୁଲିଯିବ। ବିଗ୍ରହ, କୃଷ୍ଣଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ତୁମେ ଆଖିକୁ ଲଗାଅ । ତୁମେ ଜିଭକୁ କୃଷ୍ଣ-ପ୍ରସାଦର ସ୍ୱାଦ ପାଇବାରେ ଜଡିତ କର । ଏହି ମନ୍ଦିରକୁ ଆସିବା ପାଇଁ ତୁମେ ତୁମର ଗୋଡକୁ ନିୟୋଜିତ କର। ତୁମେ କୃଷ୍ଣଙ୍କ ପାଇଁ କାମ କରିବାକୁ ନିଜ ହାତକୁ ନିୟୋଜିତ କର। କୃଷ୍ଣଙ୍କୁ ଦିଆଯାଇଥିବା ଫୁଲର ଗନ୍ଧ ପାଇଁ ତୁମେ ନାକକୁ ଜଡିତ କର। ତା’ହେଲେ ତୁମର ଇନ୍ଦ୍ରିୟ କୁଆଡେ ଯିବ? ସେ ଚାରିଆଡ଼େ ଆକର୍ଷିତ ହୋଇଯିବେ । ଏହି ପୂର୍ଣ୍ଣତା ନିଶ୍ଚିତ ଅଟେ। ତୁମେ ତୁମର ଇନ୍ଦ୍ରିୟଗୁଡିକୁ ଜବରଦସ୍ତ ନିୟନ୍ତ୍ରଣ କରିବା ଆବଶ୍ୟକ କରୁନାହଁ - ଦେଖ ନାହିଁ, କର ନାହିଁ, ତାହା କର ନାହିଁ। ନା। ଆପଣଙ୍କୁ ନିୟୋଜନର ସ୍ଥିତି ପରିବର୍ତ୍ତନ କରିବାକୁ ପଡିବ। ଏହା ଆପଣଙ୍କୁ ସାହାଯ୍ୟ କରିବ ।"
681219 - ପ୍ରବଚନ BG 02.62-72 - ଲସ ଆ଼ଞ୍ଜେଲ୍ସ