OR/681227 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:38, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଯୁଗରେ ସମସ୍ତ ଦେବତା ମାନଙ୍କୁ ଭିନ୍ନ ଭାବରେ ସନ୍ତୁଷ୍ଟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। ଲୋକମାନେ ଏତେ ହଇରାଣ ହେଉଛନ୍ତି। ପରମପୁରୁଷ ଭଗବାନଙ୍କୁ ସିଧାସଳଖ ସନ୍ତୁଷ୍ଟ କରିବା ସର୍ବୋତ୍ତମ କଥା। ଆଉ କ’ଣ ସେହି ସରଳ ପଦ୍ଧତି? କେବଳ ହରେ କୃଷ୍ଣ ଜପ କର। କାରଣ ଆମେ ଏତେ ପତିତ। ଏହି ଯୁଗରେ ପ୍ରଭୁଙ୍କ ସରଳ ଗୌରବମୟ ଜପ ସମସ୍ତ ପ୍ରକାର ଯଜ୍ଞ ସହିତ ସମାନ ହେବ। ଏହା ଶ୍ରୀମଦ୍-ଭଗବତମ୍ ରେ ଉଲ୍ଲେଖ କରାଯାଇଛି। ଯଜ୍ଞୈର୍ ସଙ୍କୀର୍ତ୍ତନ-ପ୍ରାର୍ୟୈ ୟଯନ୍ତି ହି ସୁମେଧସଃ (ଭା.୧୧.୫.୩୨)। "
681227 - ପ୍ରବଚନ BG 03.11-19 - ଲସ ଆ଼ଞ୍ଜେଲ୍ସ